ହୁଏତ ଗଜୁରି ପାରେ ସେଠି ମୋର ଆତ୍ମା ଜଳିଥିଲା ଯହିଁ ମୋର ଏନ୍ତୁଡ଼ି ଓ ଜୁଇ
ମାତ୍ର ଝଡ ପଶିଆସି ଅସ୍ତବ୍ୟସ୍ତ କରିଗଲା ମୋ ସଜଡା ବହିଥାକକୁ ପୃଷ୍ଠା ପୃଷ୍ଠା କରି ଲେଉଟାଇ !
ମନ ଆଇନାରେ ବନ୍ଧୁ କିନ୍ତୁ ବଞ୍ଚି ରହେ ବନ୍ଧୁର ସ୍ମୃତିରେ ହୃଦୟର ରକ୍ତ କବରୀରେ ।
ଆତ୍ମହତ୍ୟା ପୂର୍ବରୁ କୁନ୍ଦୁଲି ପିଡୀତାର ଲୁଗାବନ୍ଧା ମୁହଁର କଥାକୁହା ଆଖି
ଇନ୍ଦ୍ର ରାଇଜର ପାରିଜାତ ତୁମେ ଭାବନା ରାଇମଜ ଉଭା ଘୋର ଅରଣୟର ନିର୍ଝରିଣୀ ତୁମେ ଗୋଧୂଳି ସଞ୍ଚର ଶୋଭା
ସମ୍ପର୍କ ର ସେତୁ ଟିଏ ଗଢିବାକୁ ଚାହେଁ, ବିଶ୍ଵାସର ମୂଳଦୁଆ ଦେଇ,...
ଯେପରି ଶାନ୍ତ ପାଲଟି ଯାଏ ସମୁଦ୍ର କେତେ ଯେ ଶାମୁକା ଓ ଶଙ୍ଖ ବିଖାରି ହୋଇ ପଡ଼ିଛନ୍ତି ଉପକୂଳରେ ମନଯେ ଏକ ସୂକ୍ଷ୍ମ ଆଇନା ବୋଲି ଶୁଣିଥିଲି. . ....
ମମତାର ମୂର୍ତ୍ତିଟିଏ ଭାଙ୍ଗି ଆଜି ଖଣ୍ଡ ଖଣ୍ଡ କନ୍ୟା ନାଶର ପ୍ରତିବାଦେ ସମାଜ ଦେଇଛି ଦଣ୍ଡ ।। ।।
କିଛି ଅଯଥା କୋଳାହଳରୁ ମୁହଁ ଫେରାଇ ଅନୁଭବ କଲି.. କୋଳହଳର ତୀକ୍ଷ୍ଣ ଛୁରିକା ଲମ୍ବିଯାଇଥିଲା ମୋ ଗଳାଯାଏଁ..!
ମୋ ପୂର୍ବରୁ କେହି ଜଣେ ଥିଲା ମାଆ ଗର୍ଭରେ ହସୋଉଥିଲା, କନ୍ଦୋଉ ଥିଲା ଓ ଶୋଇ ଦେଉଥିଲା ନାନାବାୟା ଗୀତରେ ।
ଆପଣଙ୍କ ମତାମତ