ନିରବେ ନିସିଥେ ବାଜି ଉଠିଲାକି ଗୋଟିଏ ବୀଣା ର ତାର ହୃଦୟ କନ୍ଦ ରୁ ପଡିଲା ଉଛୁଳି ଗୋପନେ ସଂଗୀତ ଧାର
ଏତେ ବଡ଼ ଶୂନ୍ୟତା ତା ଆଞ୍ଜୁଳିରେ ଧରୁନି ପଣତ କାନିରେ ଜାକି ଧରିଛି ଯିବାକୁ ଚାହୁଁନି ସେ ଖୋଜୁଛି ସେ ତା ତତଲା ଲୁହରେ ବିଗତ ଦିନକୁ ଶକ୍ତି ନାହିଁ...
ଯେଉଁଠାରୁ ଆରମ୍ଭ ମୋ ପଥ, ସେଇଠି ସମାପ୍ତ, ବିଚିତ୍ର ଏ ସୃଜନୀର ତନ୍ତ୍ର ।
ଏକା ଠିକଣା ସଭିଏଁ ସେଠି ମିଛ ମାୟା ହାଟନାଟେ କଥାକଥାରେ ହୋ ହଲ୍ଲା
ଜ୍ଞାନର ପ୍ରଦୀପ ଜାଳି ପ୍ରତିଟି ହୃଦୟେ ଅଜ୍ଞାନକୁ ନାଶ କଲେ ବୃହସ୍ପତି ପ୍ରାୟେ । (୭)
ସମ୍ପର୍କରର ନୂଆ ନୂଆ ଖିଅ ବୁଣେ ବୁଢିଆଣି ଏପାରିରୁ ସେପାରିକୁ କେତେ ପ୍ରଯତ୍ନେ ।
ସମୟର ଭାର ଆଉ ଜୀବନର ଜଞ୍ଜାଳ ସତେ କଣ ଏତେ ଭାରାକ୍ରାନ୍ତ ହେଲା , ଏମିତି ବଦଳି ଯାଇ ... କି ଯଶ ଖ୍ୟାତି ଅରଜିବ ହୋ !!!
ଠିକ୍ ସେହି ନିଆଁ ଦିନେ ପୁଣି ଜଳିବ, ଜୀବନର ସୂର୍ଯ୍ୟାସ୍ତ ପରେ ପରେ ।
ନୂଆଁଖାଇଠାରୁ ବାସି ତିଆସି ତା'ପର ପରର ଦିନ, ବଳିଯାଇଥିବା ଖାଦ୍ୟ ଆକଣ୍ଠ ଖାଇଥାଏ ରାତିଦିନ ।
ହେ ମିଛ ଚୁମ୍ୱନର ନାୟକ ଥରେ ହାତରେ ବେଲୁନ୍ ଧରି ଆସ । ରାହା ଧରି ଥିବା ପୁଅ ମୋର ତୁନି ପଡ଼ିଯାଉ ମୁହଁରୁ ଲିଭିଯାଉ କଳାଦାଗ ।
ଆପଣଙ୍କ ମତାମତ