ବାହୁରେ ଆସିଲେ ତୁମେ ହୃଦୟ ମୋ ଶାନ୍ତ ହୋଇଯାଏ ତୁମେ ନ ଆସିବା ଯାଏ ମନ ସମୁଦ୍ରରେ ତୋଫାନ ଉଠି ଚାଲୁଥାଏ ।
ଲେଖିବା ଏକ କଳା ଏ କଳାର ବିକାଶ କରାଯାଏ ନିତ୍ୟ ପ୍ରତି ସାଧନା କଲେ ଲେଖାର ବିକାଶ ହୁଏ ।
ତାଙ୍କରି ଋଣ ଶୁଝିବା ସ୍ନେହ-ଋଣ ଆମେ ସନ୍ତାନେ ଦେବା ହେ ଆସ ସୁଖୀ ସମାଜ ଗଢିବା ସୁଜନ ହେ
ବାଟ ଭୁଲି ରାସ୍ତା ଖୋଜିବା ଅପେକ୍ଷା.. ନଈତୁଠ ପଥରରେ ଗୋଡ଼ ଘଷିବା ଭଲ. ଆକାଶକୁ ଚାହିଁ ଛେପ ପକେଇବା ଯେ ଏତେ ମହଙ୍ଗା ପଡିବ... ଠିକ ପୃଥିବୀକୁ ଗୋଇଠା ମାରିବା...
ଦେହରେ ତା ମାଖିହୋଇ କଳା କଳା କଳଙ୍କର ଚିହ୍ନ ଏ ମୋ ଅବୁଝା ମନ କାଇଁ ଖୋଜୁଛୁ ତୁ ଜହ୍ନ...
ଝୁଣି ଝୁଣି ସିଏ ମାଂସକୁ ଖାଇଲା ନିଜକୁ ସଜେଇ ବାଘ ଜହ୍ନ ନହୋଇ ବି ଯୁଗ ଯୁଗ ପାଇଁ ମୋ ଦେହେ ଲାଗିଲା ଦାଗ
ପରସ୍ତ ପରେ ପରସ୍ତ ଲହଡ଼ି ମାଡ଼ିଯାଉ ଥାଏ ଶରୀର ଉପରେ ଏ କଣ ମୁଁ ତ ନିଜର ଅସ୍ତିତ୍ୱକୁ ବି ହଜାଇ ବସିଛି ସେ ଲହରୀରେ ଶରୀର ଧୋଇ ହୋଇଯାଏ...
ଛଳନାର ଅଳନ୍ଧୁ ଭିତରେ ଅପହୃତ ସତର କାନଭାସ୍ ଯେଉଁଥିରେ ରଙ୍ଗ ଭରେ ସେ ନିଷ୍କପଟ ସରଳ ମଣିଷଟା!
କେହି କେବେ ବୁଲି ଯାଇଛକି ଏହି ଅଳ୍ପାୟୁ ମାନବର ସୁନେଲି ସ୍ୱପ୍ନ ରାଇଜକୁ କେହି କେବେ ଦେଖିଛକି ଏହି କ୍ଷଣଭଙ୍ଗୁର ସଂସାରର ବାସ୍ତବିକ ସୁଖକୁ
ତୃସ୍ନା ନହିଁ ତାର କୋମଳ ସ୍ପର୍ଶର, ଅବା ଅଭିପ୍ସା ତା ପାଈଁ ପ୍ରତିଶୋଧର।
ଆପଣଙ୍କ ମତାମତ