ମୁଁ ବେଳେବେଳେ ବାଲ୍କୋନିକୁ ଯାଏ , ତା ବକ୍ଷରେ ପ୍ରଶାନ୍ତିର ଜ୍ୟୋସ୍ନା ପଡ଼ିଥାଏ, ସିଗାରେଟରେ ଧୂଆଁ ଲଗାଇ ଯେବେ ଧୂଆଁ ଛାଡ଼େ - ମୋତେ ଲାଗେ ମୁଁ ପିଶାଚ ପାଲଟି...
କେଉଁଠି ସବୁଜ କେଉଁଠି ନିବୁଜ ଧୂଆଁ ପରି ବୁଲେ ମନର ବ୍ୟଥା
ତୁ ସାଜିଲୁ ବଇରୀ ମୋତେ ପକାଇଲୁ ମାରି କରିଥିଲି ମୁଁ କି ଦୋଷ କନ୍ୟା ଭ୍ରୁଣ ଟି ମୁଁ ଆଜି ମିଶେ ମାଟିରେ ।।
ପୂର୍ଣ୍ଣମିର ଇନ୍ଦୁ ପରି ସବୁ ରାତି ତୋ ଝରୁଥିବି ଆଖିକୁ ତୋ ନିଦ ହେଲେ ସ୍ୱପ୍ନ ଟିଏ ସାଜିବି , ମୁ ସ୍ୱପ୍ନ ଟିଏ ସାଜିବି ...
ଖାଲି କିଛି ସମୟ ବାକି ! ପାଣିର ସ୍ରୋତରେ ଭଉଁରି ପଡିବାକୁ ବେଶୀ ଡେରି ନାହିଁ !
ପ୍ରିୟା ମୋର ତୁମର ବାହୁ ଅପେକ୍ଷା କରିକି ରହିଛି ଅଧର ତୁମ ପ୍ରତୀକ୍ଷା କରିକି ରହିଛି ତୁମ ଓଠର ମଧୁରେ ନିଜକୁ ମୁଁ ଭୁଲିଯାଏ ମଧୁପାନ କରି ଚାଲୁଥାଏ ।
ଭୋକର ନିଧନ ପାଇଁ ଏବେ ଚାଲୁଅଛି ଦୋହଲ୍ଲା, ପାଟିତୁଣ୍ଡ ଆଉ ବିଧାନସଭାରେ ଭାରି ହଟ୍ଟଗୋଳ,
ଶିବଦୂତ ମୁଁ. . . ମହାପୁରୁଷ ସହଭାଗୀ ସବୁରି ଅନ୍ତର ରାଜା, ରଙ୍କି, ଭୋଗୀ, ଯୋଗୀ ସମସ୍ତେ ପାଉଁଶ ମୋ ହାତର. . .
କାହା ଆଖିରେ ସିଏ ଈଶ୍ୱରଙ୍କ ଅବତାର ପୁନଶ୍ଚ କାହା ଆଖିରେ ଅତ୍ୟନ୍ତ ବର୍ବର ।।
ନଷ୍ଟ ଭ୍ରୁଣଟି ଇଶ୍ଵର କୋଳରେ ଅଛୁ ନିଶ୍ଚିତ ରେ ମନ ଥୟ ଧରେ ଆଜି ବି ତୋତେ ମନ ଝୁରେ ।।
ଆପଣଙ୍କ ମତାମତ