ୟା' ଭିତରେ ଚିତ୍ରକର ତୂଳୀ ଧରିଲା, ତୂଳିରେ ରଙ୍ଗ ମାରି କାନ୍ଭାସକୁ ଚାହିଁଲା, ଚାହିଁଲା ଗାଁ ଲୋକଙ୍କ ମୁହଁକୁ ।
ପ୍ରତ୍ୟେକ କିଛି ନା କିଛି ଚିନ୍ତା ଧରିଛନ୍ତି ଏ ସଂସାରେ କେହି ଚିନ୍ତା ବିହୀନ ନୁହନ୍ତି ନିଜ ଚିନ୍ତା ନିଜେ ଆମେ କରିଛୁତ ସୃଷ୍ଟି ନିଜେ ଚେଷ୍ଟା କଲେ ସେଥିରୁ...
ପାଲାଟି ଆରମ୍ଭ କଂଗ୍ରେସ କାଳରୁ ଷାଠିଏ ଦଶକ ଠାରୁ ବିଜେଡି ଶେଷରେ ଭାଲୁ ଲାଞଧରି ହୁଏ ଖାଲି ଗାରୁଗାରୁ
ତୁମେ ଆସିଥିଲେ, ଫୁଲ ସବୁ ଫୁଟିଥାଆନ୍ତେ ମହକେଇ ଦେଇଥାଆନ୍ତେ ସାରା ଅଗଣାରେ, ଝରକା ପାଖରେ ମଲ୍ଲିକା ବି ଶୋଇବା ଘରେ ବାସ ଭରିଦେଇ ଥାଆନ୍ତା ।
ସାଙ୍ଗରେ ଥାଏ କିଛି ବ୍ୟକ୍ତିଗତ, ଜିନିଷ, ଘର ଲୋକଙ୍କ ପାଇଁ କିଛି କପଡା, ଦାଦାଙ୍କ କୁନି ଝିଅ ପାଇଁ, କିଛି ଚକୋଲେଟ, ବୁଢ଼ୀ ମା ପାଇଁ, ରେଶମ କପଡା ଏମିତି...
ଆକାଶକୁ ଢାଙ୍କି ଦେଲାଣି ମେଘ, ଭାରି ଗୁଳୁଗୁଳି ରହୁଛି ପାଗ, ଗଛ ପତରତ ଟିକିଏ ହଲୁନି ଘରେ ରହିବାକୁ ଲାଗୁନି ବାଗ ।
ବସନ୍ତ ଆସିଲେ ଆସୁ ମୋର ହବାର ନାହିଁ ପ୍ରେମିକ ତମ ଦେହ ମଶାଣିରେ ନିଆଁ ପୁଇଁବା ଛାଡ଼ିଦେଇଚି ମୁଁ ।
ନୁହେଁ ଦେବକୁଲ୍ୟା ନାଆଁ ମୋ ଅହଲ୍ୟା ବ୍ରହ୍ମା କଲେ ମୋତେ ସୃଷ୍ଟି ଯତି ମତି ହରା ମୋ ରୂପ ଚେହେରା ଝଲସାଏ ସବୁ ଦୃଷ୍ଟି
ଗୁରୁ ଗୁରୁଜନ ପଦେ ଭକତି ଦେଶ ସେବା ପାଇଁ ଦିଅ ଶକତି ।
ମା’ ମୋର କହିଛି କାହା ମନେ ଦୁଃଖ ଦେବୁନି କାହା ମନେ କଷ୍ଟ ଦେବୁନି; ବାପାମା'ଙ୍କ ମହତ ରଖିବୁ…
ଆପଣଙ୍କ ମତାମତ