ଜାଣେନା ମୁଁ କି ଅବା ଅଛି ମୋର ଭାଗ୍ୟର ଖାତାରେ କ'ଣ ବା ତା'ର ହିସାବ କିତାବ, କାହିଁକି ମୁଁ ପ୍ରତିଟି ମୁହୂର୍ତ୍ତର ସ୍ପନ୍ଦନକୁ ଅନୁଭବ କରେ ଏକ ନୂଆ...
ତୁମେ ଆସିଥିଲେ ଭଲ ଲାଗିଥାନ୍ତା, ସାଥି ହୋଇ ବସିଥାନ୍ତେ ଦେହକୁ ଦେହ ଲଗାଇ ପାର୍କର କଣରେ ସେହି କୃଷ୍ଣଚୁଡା ଗଛତଳେ ସିମେଣ୍ଟ ବେଞ୍ଚରେ ।
ପ୍ରକୃତି ସୁରକ୍ଷା ଆମରି ଦାୟୀତ୍ୱ ସେଇ ମାଆ ଦଶଭୂଜା ବରଷା ଋତୁରେ ଖାଲି ଯାଗା ଦେଖି ଗଛ ପୋତି କର ପୂଜା
ମୁ ଚାହିଁ ରହିଛି ହେଲେ ତୋ ଖବର ଆସିଲା ନାହିଁ ସଞ୍ଜ ପକ୍ଷୀ ଫେରିଆସିଲେ ହେଲେ ମୋ ପାଇଁ ନିରାଶ ହୋଇ
ଏକାକୀ ପାହୁଥିବା ଅସରନ୍ତି ରାତି ନୀରବତାର ଉଷ୍ମ ତାତି ମାପି ଚୁପି ପାଦ ବଢାନ୍ତି ମୋ ଦ୍ଵାର ବାରଣ୍ଡାକୁ |
ବଇଶାଖର ଦି'ପ୍ରହର ଖରା ନୁହେଁ ସେ ସତେ ଜହର ।।
ଏବେ କାହିଁକି ଦଳ ଦଳ ପକ୍ଷୀମାନଙ୍କୁ ଦେଖିଲେ ମୋର ଗୀତ ଗାଇବାକୁ ମନ ହୁଏ ।
ଆକାଶର ସିଲ୍ହଟ୍ରେ ଗାର ଟାଣୁଥାନ୍ତି ବେଳାଭୂମିର ଅପାଂକ୍ତେୟ ଗଣ ଅପେକ୍ଷା ରଖି ପୂର୍ଣ୍ଣିମା ଚାନ୍ଦର
ତୋ ବିନୁ ଭରାନଈରେ ବୋଝେଇ ଡଙ୍ଗାଟା ବୁଡ଼ିଗଲା ପରି ଡୁବିଗଲା, ଆମ ସୁଖଦୁଃଖର ସଂସାର ଶୁଖିଗଲା ସ୍ନେହ, ମମତା ଆଉ ଆଶା, ଭରସାର ମହାପାରବାର !
ଘୃଣାର ଘୃତାଗ୍ନିରେ ଜଳିଯାଉଚି ମୋର ପୌରୁଷ ମୁଁ ଗୋଟେ ଅଯୋଗ୍ୟ ଅପଦାର୍ଥ ମଣିଷ !
ଆପଣଙ୍କ ମତାମତ