କବିତା ଜଳିଲା ଜୀବନ ଜଳିଲା ସେ ଜଳନ ର ପରିସମାପ୍ତି ନାହିଁ ଅନ୍ତରଦାହ ର ଅବଲୁପ୍ତ ଅଂଶ ଜଳୁଥିବ ଯୁଗ ଯୁଗ ଧରି ।
ସ୍ଵପ୍ନରେ ମସଗୁଲ ନୟନରୁ ନିଦ୍ରା ପରି ହଜେ, ଖଣ୍ଡ ବିଖଣ୍ଡିତ ହୋଇ ବିଭିନ୍ନ ଭାଗରେ । କେତେବେଳେ କର୍ତ୍ତବ୍ୟ ଆଢୁଆଳେତ କେବେ ସମାଜର ଦ୍ଵାହି ୟା ଭିତରେ ସୃଜନଶୀଳତା ପୁଣିଥରେ...
କେଇ ମୁଠା ସୁଖିଲା ଭାତ ଆଉ ଚିମୁଟାଏ ଲୁଣ ଯେ ଯଥେଷ୍ଟ, ପିଞ୍ଜରା ହାଡତଳେ ଡହ ଡହ ଜଳୁଥିବା, ମୋର ଏଇ ଭୋକିଲା ପେଟ ପାଇଁ ।
କହନ୍ତି, ତୁମେ କାଳେ ଥାଅ କଣ କଣ ପ୍ରତି ଅନୁକୋଣେ, ତୁମେ ଥାଅ ଜଡ ଚେତନରେ ।
ଦେଖିଥିଲି ସ୍ୱପ୍ନ ଯେତେ ସବୁଯାକ ମିଛ ଆକାଂକ୍ଷା ଓ ଆଶା ଯେତେ ସବୁ କଲି ତୁଚ୍ଛ ଜିଇଁବାଟା ହେଲା ଗୋଟେ ବଡ଼ ଦୁର୍ବିପାକ ମୋତେ ପଚାରନା ପଚାରନା ମୋର କ'ଣ...
ଚିନ୍ତା କରନା ମୁଁ ନୀରବିଯିବି ଦିନେ ନା ଦିନେ ।
ଓଠ ତୁମ କଥା କହେ ଚୁପି ଚୁପି.... ଅଳସୀ ରାତିର ଶେଜେ । ପ୍ରିୟାର ଚୁମ୍ବନ ଶିହରଣ ଭରେ .... ପ୍ରୀତି ଜୋଛନାରେ ଭିଜେ ॥
ଆସ ! ଆମେ ପୁଣି ଥରେ ଚିଠି ଲେଖିବା , ଏଥର କିନ୍ତୁ ଆମେ ନିଜେ ଯିବା ଥର ଥର ହେଇ କମ୍ପୁଥିବା ହାତରେ ମାପିବାକୁ ଚିଠିର ଓଜନ ଗଢିବାକୁ...
କିଛି ବିରହ ର ଗାଥା, କିଛି ଶବ୍ଦ ର ଛିଟା, କିଛି ସୁଗନ୍ଧିତ ଉପହାର, କିଛି ଭାବ ର ଭଣ୍ଡାର, କିଛି ମନର ବେଦନା, କିଛି ସୁନ୍ଦର ସାଧନା, କିଛି...
ରାତି ସାଜି ହରିନେଲ ନିଦ ମୋର ଫଗୁଣ ସାଜି ମହକ ସୁରୁଜ ସାଜି ହରିଲ ଆଖି ଜ୍ୟାେତି ହୃଦରେ ଭରି କୁହୁକ,
ଆପଣଙ୍କ ମତାମତ