ଆଉଜି ଗଲ କି ? ଲୋଭାସକ୍ତ ହୋଇ ପାଇବାର ଦୁର୍ବାର ଆଶାରେ କୋଉ ବହୁତଳ ପ୍ରାସାଦର ମସୃଣ ମାର୍ବଲ ଛାତିରେ ।
ଯେତେଥର ଅକାଳେ, ସକାଳେ ପଚାରିଛି ତମେ କିଏ ବୋଲି ? ଉତ୍ତର ଗୋଟିଏ ସବର୍ କର ଠିକ୍ବେଳେ ତମକୁ କହିବି ।।
ସମାଜର ସବୁ ନାଲି ଆଖିକୁ ଅକ୍ଳେଶରେ କରିଥିଲ ସାମ୍ନା ତୁମେ ସତରେ ଅନନ୍ୟା ।
ମା' ମାଓବାଦୀ ହେଲେ ଥନ ହୁଏ ପୂତନା
ଦୀପକୁ ବେଶ୍ ସାଇତିଛି ସେ ପବନ ଭିତରେ ଜଙ୍ଗଲୀ ଜୀବଙ୍କଠାରୁ ବଞ୍ଚାଇ ରଖିଛି ମଣିଷ ମାଂସର ବାସ୍ନା !
ଏଣିକି ଅନେକ ସମୟରେ ସେ ଓଦା ଆଖିରେ ମୋବାଇଲ୍ ଖେଳାଏ । ତା’ ଭିତରୁ କେତୁଟା ନମ୍ବର ନା ସେ ଡାଏଲ କରିପାରେ, ନା ଡିଲିଟ୍ କରିପାରେ ।
ସନ୍ତାନ ଦୀପର ତୁମେ ସଳିତା ନିଜେ ଜଳି ଜଳି ଦିଅ ଆମକୁ ଶୀତଳତା ଥାଉ ପଛେ କଷ୍ଟ ଥାଉ ଯେତେ ଯନ୍ତ୍ରଣା ତଥାପି ତୁମ କର୍ମଠ ଶରୀର ଥକେନା ।।
ହଁ, ଯୋଉ ଆଖି ସହ ମୋ ଆଖି ମିଳନ ହବାର ଥିଲା, ସେ ଆଖି. . . ଏ ଆଖି ନୁହେଁ, ଏ ଆଖିରେ ନାହିଁ
ମୃତ୍ୟୁ ଆମ ପରମ ମିତ୍ର ଲାଭ ଫଳର ଆଶାକୁ ଛାଡ଼ ହେ ମିତ୍ର !
ବାପା ମାଆଙ୍କର ଅଳିଅଳୀ ସିଏ ଭାଇ ପାଇଁ ସେ ଯେ ଜଗତଜୀତା ଦୁହିତା. . . ଦୁଇ କୂଳକୁ ସେ ହିତା ।।
ଆପଣଙ୍କ ମତାମତ