ବୟସକୁ ମିଥ୍ୟା ପ୍ରମାଣିତ କରି ହୁଏ ନାହିଁ ମୁହଁର ଛାପରେ ତାହା ସ୍ପଷ୍ଟ ଦେଖା ଯାଏ ଯୋଗ କର, ଭଲ ଖାଅ , ଚୁଟି ରଙ୍ଗ କର
ଆଜି ନ ପାଏ ତୁମକୁ ଫଗୁଣେ ଫଗୁର ରଙ୍ଗରେ ନୀରେ ଇନ୍ଦୁ ପ୍ରତିବିମ୍ବରେ ବ୍ୟଙ୍ଗ କବିର ସୁପ୍ତ ସଙ୍ଗୀତେ ପ୍ରତି ପାଦେ ପ୍ରତି ଛନ୍ଦରେ ।।
ମନ ନାହିଁ କିମ୍ୱା ଦେହ ନାହିଁ, ସ୍ୱପ୍ନ ସବୁ ବି ବନ୍ଧା ପଡ଼ିଛି ଅନ୍ୟ କାହା ପାଖରେ । ସତୀ ସୀତା ପ୍ରତିଦିନ ଜଳିଯାଏ ଯଉତୁକ ଜୁଇରେ ।
-ଚାନ୍ଦରୁ ଦାଗକୁ ଆଣିଛ ବୋଳି ନହେଲେ, ରୂପ ଲାବଣ୍ୟରେ କେଜିତି ପାରି ?
ଡୁବି ସାରି ଥାଏ ଛୋଟ ଝିଅ ମାନା ହାତ ମୁଠାରେ ନେଇ ବଡ଼ ପ୍ରତୀକ୍ଷାକୁ ।
ମନରେ ମନରେ ଚନ୍ଦନ ବନର ମହକ ଛୁଟାଇ ମତୁଆଲା ଗୀତର ସୁର -ଲହରୀ ଧରିଥିବା ବୁଲବୁଲ ସିଏ
ଜାଣିଛ କି ତୁମେ ? ଏ ଜୀବନ ସଂଗ୍ରାମରେ, ଏକାକୀ ସୈନିକ ମୁଁ,
ସମୟ ! ତୁମ ଆଉ ମୋ ଭିତରେ ଅସୀମ ବବଧାନ ଘୁଞ୍ଚି ଚାଲିଛି ଦୂରକୁ ଦୂରକୁ ।
କେବେ ଦ୍ରୋପଦୀ ପୁଣି କେବେ ତୁମେ ସୀତା ଭଗନୀ,ଦାମିନୀ,ଜନନୀ ହୋଇ ଢାଳିଥାଅ ତୁମ ମମତା ସକଳ ସୁଲକ୍ଷଣୀ ତୁମେ ସତୀ ପୁନିତା
ଦେଖୁଚି କାଳିଆ ଜାଣୁଛି କାଳିଆ ହୃଦୟର ଏଠି ଏତେଟା ଆଦର ନାହିଁ ଭାବୁଛି ଭକ୍ତକୁ କହିବ ଯାଇ ସେ
ଆପଣଙ୍କ ମତାମତ