ମନରେ ମନରେ ଚନ୍ଦନ ବନର ମହକ ଛୁଟାଇ ମତୁଆଲା ଗୀତର ସୁର -ଲହରୀ ଧରିଥିବା ବୁଲବୁଲ ସିଏ
ଜାଣିଛ କି ତୁମେ ? ଏ ଜୀବନ ସଂଗ୍ରାମରେ, ଏକାକୀ ସୈନିକ ମୁଁ,
ସମୟ ! ତୁମ ଆଉ ମୋ ଭିତରେ ଅସୀମ ବବଧାନ ଘୁଞ୍ଚି ଚାଲିଛି ଦୂରକୁ ଦୂରକୁ ।
କେବେ ଦ୍ରୋପଦୀ ପୁଣି କେବେ ତୁମେ ସୀତା ଭଗନୀ,ଦାମିନୀ,ଜନନୀ ହୋଇ ଢାଳିଥାଅ ତୁମ ମମତା ସକଳ ସୁଲକ୍ଷଣୀ ତୁମେ ସତୀ ପୁନିତା
ଦେଖୁଚି କାଳିଆ ଜାଣୁଛି କାଳିଆ ହୃଦୟର ଏଠି ଏତେଟା ଆଦର ନାହିଁ ଭାବୁଛି ଭକ୍ତକୁ କହିବ ଯାଇ ସେ
ଏତିକି ଟଙ୍କାରେ ଏବେ ଘର ତ ଚଳୁନି, ଆଗକୁ କେମିତି ଚଳିବ?
ଗାଉଁଲୀ ଝିଅ ସେ ଗାଁ'ର ସେ ଅତି ଗେହ୍ଲେଇ କେମିତି ଛାଡିବ ବାପଘର ଯିବ କି ସେ ଶାଶୂଘର ଆର ଗାଁ ଟୋକାଙ୍କ ଏ ଗାଁ ରେ ହୁଏ ଭିଡ଼...
ଆଉ କାହାର ଦୁଇଟିଯାକ ଗୋଡ଼ ବା ଅଧେ ପାଦ, ବିକୃତ ଗଢ଼ଣ ! ଅଧା ମୁହଁ, ଅନ୍ଧ, ପଙ୍ଗୁ କଳେବର ଦୁଇ ଓଠ ଧାରେ କିନ୍ତୁ ସେ ହସ ଆଜିବି...
ହସନ୍ତି ନାହିଁ ଗୋଟେ ଅଶ୍ରବଣୀୟ ଚିତ୍କାର କରନ୍ତି ।
ଉଲ୍ଲାସର ଉଦବୋଧ ଆନନ୍ଦର ଆବେଗ ଶ୍ରଦ୍ଧାର ସଂକଳ୍ପ ଆଶାର ଆଲୋକ । ।
ଆପଣଙ୍କ ମତାମତ