ଓଡ଼ିଆ ଭାଷା ଅଧିନିୟମରେ ସରକାରୀ କାର୍ଯ୍ୟଧାରା ଚାଲିଥିବା ବ୍ୟବସ୍ଥା ସତ୍ତ୍ୱେ ଉକ୍ତ ନିୟମକୁ କଡ଼ାକଡ଼ି କରା ଯାଇନଥିବାରୁ ବା ନିୟମ ଉଲଂଘନକାରୀଙ୍କ ପ୍ରତି ଦଣ୍ଡ ବିଧାନର ପ୍ରାବଧାନ ନ ଥିବାରୁ...
ଏବେ ଲୋଡ଼ା ତ ଏକ ନିର୍ମଳ ଆକାଶ । ଲୋଡ଼ା ତ ଏକ ସାଧାରଣ ମଣିଷର ଜୀବନ । ଯେଉଁଠି ଯବାନ ମାନଙ୍କର କମ୍ୱିଂ ଅପରେସନ୍ର ଭୟ ନଥିବ ।...
ଜୀବନର ଯନ୍ତ୍ରଣା, ନୈରାଶ୍ୟ ଓ ନିଃସଙ୍ଗତା ପ୍ରଭୃତିକୁ ଚିତ୍ରଣ କରୁଥିଲେ ବି ସେ କବିତାର ଅନ୍ତଃସ୍ୱରରେ ଥିଲେ ନିଦା ଜୀବନବାଦୀ । ତାଙ୍କ କବିତା ସବୁର କେନ୍ଦ୍ରରେ ରହିଛି ଜୀବନ...
ବାପ ଘର ଦରଜା ତ କେଉଁଦିନଠୁ ବନ୍ଦ ହୋଇସାରିଛି ତା' ପାଇଁ । ଏବେ ବାକି ରହିଛି ଯାହା ଏ ଘରର ଦରଜା । ଯାହା ଆଡ଼କୁ ଆଙ୍ଗୁଠି ଦେଖାଇ...
ଖବରକାଗଜର ଗୋଟିଏ ଲକ୍ଷ୍ୟ ହେଉଛି ଜନମାନସକୁ ବୁଝିବା ଏବଂ ତାକୁ ଭାଷାକ୍ଷମ କରାଇବା । ଦ୍ୱିତୀୟଟି ହେଉଛି ମଣିଷମାନଙ୍କ ମଧ୍ୟରେ ବାଞ୍ଛନୀୟ ଚେତନାକୁ ଜାଗ୍ରତ କରାଇବା ଏବଂ ତୃତୀୟଟି ନିର୍ଭୀକତାର...
ଆରଥର କହିଲାରୁ ସ୍କୁଲ୍ର ପୁଅଝିଅମାନଙ୍କ ଭିତରେ ରକ୍ଷାବନ୍ଧନ କରାଇଥିଲୁ । ଭାବିଥିଲୁ, କଥାଟା ଏଇଠି ଥମିଯିବ । ହେଲେ, ଏବେ ପୁଣି ଯୋଉ କଥାକୁ ସେଇ କଥା ।
ବ୍ୟକ୍ତିଗତ ଦୁର୍ବଳତା ଓ ସବଳତାକୁ ନେଇ ତାଙ୍କ ଜୀବନର ବକ୍ରିଳ ଗତିପଥ କେତେବେଳେ ନାନାବିଧି ସମ୍ମାନ ଓ ପ୍ରଶଂସାରେ ପୁଷ୍ପିତ ପୁଣି କେତେବେଳେ ପ୍ରତ୍ୟାଖ୍ୟାନ ଓ ପ୍ରବଞ୍ଚନାରେ ଅଶୋଭିତ ।
ଯେଉଁ ସମୟରେ ଓଡ଼ିଶାର ସମୁଦାୟ ଷୋହଳ ଅଣା ମଣିଷରୁ ବାରଅଣା ମଣିଷ ଅଶିକ୍ଷା ଓ ଅଜ୍ଞାନତାର ଅନ୍ଧକାର ମଧ୍ୟରେ କାଳ ଅତିବାହିତ କରୁଥିଲେ, ସେହି ସମୟରେ ରେଭେନ୍ସା କଲେଜରୁ ଉଚ୍ଚଶିକ୍ଷା...
ସେ ଭାବୁଥିଲା, ସବୁ ଆମ୍ୱକଷି କ'ଣ ବଡ଼ ହେବାର ଭାଗ୍ୟ ପାଏ । କିଛିକୁ ଜାଳିପକାଏ ନିର୍ଦ୍ଦୟ କୁହୁଡ଼ି । ଆଉ କିଛି ଦୁର୍ବଳତାରୁ ଏମିତି ଝଡ଼ିଯାଆନ୍ତି ହାବୁକା ହାବୁକା...
ବୈଶାଖୀ କାହିଁକି ସେଦିନ ହସ୍ତଗଣ୍ଠିର ସମାପନ ପୂର୍ବରୁ ନିଜ ସରୁ ମେହେନ୍ଦି କରା ହାତଟାକୁ ତା' ହାତର ବନ୍ଧନରୁ ନିଷ୍ଠୁର ଭାବରେ ପଛକୁ ଘୋଷାରି ନେଇଥିଲା ସେହି ଆଘାତ ଏବେ...
ଯେଉଁ ପତ୍ରିକା ଯେତେ ସଫଳ ଭାବରେ ଏହି ତ୍ରିକୋଣୀୟ ଭୂମି ମଧ୍ୟରେ ସହବସ୍ଥାନ ରକ୍ଷା କରିଥାଏ, ସେହି ପତ୍ରିକା ସେତିକି କାଳ ବଞ୍ଚିଥାଏ । ଅନ୍ୟଥା ପତ୍ରିକା ଜଗତର ମୁଦ୍ରିତ...
ମୁଦ୍ରିତ ଗଣମାଧ୍ୟମର ବିକାଶ ଓ ପ୍ରସାର ସହିତ ପ୍ରକାଶ କରିବାର ସ୍ୱାଧୀନତା ବା ଲେଖିବାର ସ୍ୱାଧୀନତା ପ୍ରସଙ୍ଗଟି ଅଙ୍ଗାଙ୍ଗୀ ଭାବେ ଜଡ଼ିତ ।
ବଜାର ହାଟମାନଙ୍କରେ ଯେପରି ପୂଜା ସମୟର ବର୍ଣ୍ଣାଢ୍ୟତାକୁ ବାରି ହୁଏ ସେହିପରି ରାସ୍ତାକଡ଼ର ମ୍ୟାଗାଜିନ୍ ଷ୍ଟଲମାନଙ୍କରେ ପୂଜା ସାହିତ୍ୟର ଭରପୁର ଉପସ୍ଥିତିକୁ ଛୁଇଁ ହୁଏ ।
ଚଳଚ୍ଚିତ୍ର ନିର୍ମାଣର ଏହି ମୁଖ୍ୟସ୍ରୋତରୁ ଅଲଗା କିଛି ଭିନ୍ନ ରୁଚିର ଚଳଚ୍ଚିତ୍ର ମଧ୍ୟ କାଁ ଭାଁ ନିର୍ମାଣ କରାଯାଉଥିବାର ଦେଖିବାକୁ ମିଳୁଛି ।
ଗାନ୍ଧୀ ବଳରେ ବଳୀୟାନ୍ ହୋଇ ଭାରତ ସ୍ୱାଧୀନ ହେଲା ସତ । କିନ୍ତୁ ସ୍ୱାଧୀନତା ପରେ ଭାରତ ମାଟିରେ ଗାନ୍ଧୀ ଚେତନାଟି ଯଥାର୍ଥ ଭାବେ ବିକଶିତ ହୋଇପାରିଲା ନାହିଁ ।
ଆଜକୁ ସତୁରୀ ବର୍ଷରୁ ଉର୍ଦ୍ଧ୍ଵ ହେବ ଓଡ଼ିଶା ବୋଲି ଏକ ସ୍ୱତନ୍ତ୍ର ଭାଷାଭିତ୍ତିକ ପ୍ରଦେଶର ଭୌଗୋଳିକ ଗୌରବଟିଏ ଆମକୁ ମିଳିଥିଲା
ସଠିକ୍ ଆଧୁନିକତାର ସାମଗ୍ରିକ ପୁରୋଦୃଷ୍ଟିଟି ଯଦି ଆମ ପାଖରେ ଥାଆନ୍ତା, ତେବେ ଆମେ ହୁଏତ ଆମର ଭୂମି ସଂଲଗ୍ନ ଚେରଗୁଡ଼ିକୁ ନିଜ ହାତରେ ଏହିପରି କାଟି ଚାଲିନଥାନ୍ତୁ ।
ସମୁଦ୍ରକୁ ଲମ୍ଫ ଦେବାର ଦୁର୍ଦ୍ଦର୍ଷ କୁଶଳୀ ନାଉରୀପଣ ଆଜି ଅତୀତ ହେଲେ ବି ପର୍ବପର୍ବାଣୀ ଓ ଅନୁଷ୍ଠାନର ପଟୁଆର ଭିତରେ ତା'ର ସ୍ପନ୍ଦନ ଏବେ ବି ଉଷ୍ମ ଏହା ସ୍ୱୀକାର...
ଭାଗବତର ନବାକ୍ଷରୀ ଛନ୍ଦରେ ରଚିତ ଏହି ପୁସ୍ତକରେ କନିକା ରାଜାଙ୍କ କୁଶାସନ, ପ୍ରଜାଙ୍କଠାରୁ ବଳପୂର୍ବକ ଚଉଷଠି ପ୍ରକାର କର ଆଦାୟ ଓ ନିରୀହ ପ୍ରଜାମାନଙ୍କ ଅକଥନୀୟ ଦୁର୍ଦ୍ଦଶା ଆଦିର ବର୍ଣ୍ଣନା...
ଆଜିକି ବାଇଶି ବର୍ଷ ତଳେ ଓଡ଼ିଶାରେ ସର୍ବପ୍ରଥମ କରି ଆୟୋଜିତ ହୋଇଥିବା ଏହି ମେଳାଟି ଓଡ଼ିଶାର ପାଠକମାନଙ୍କ ଦ୍ୱାରା ଆଶାତୀତ ଭାବେ ଗ୍ରହଣୀୟ ହୋଇପାରିଥିଲା ।
ଇଲେକ୍ଟ୍ରୋନିକ୍ସ ଗଣମାଧ୍ୟମର ଦ୍ରୁତ ବିକାଶ ମୁଦ୍ରିତ ପୁସ୍ତକର ଭବିଷ୍ୟତ ପ୍ରତି ଆତଙ୍କ ବିଜ୍ଞାନ ମଣିଷକୁ ଭେଟି ଦେଇଛି କମ୍ପୁ୍ୟଟର, ଇଣ୍ଟରନେଟ୍ ଓ ୱେବ୍ସାଇଟ୍ ପ୍ରଭୃତି ।
ଯେଉଁ ଦୁର୍ମୂଲ୍ୟ ସାହିତ୍ୟ ସମ୍ପଦଟି ସର୍ବାଧିକ ଭାବରେ ଓଡ଼ିଆ ଜାତିର ଭାବଜଗତକୁ ଓ ତାହାର ଜୀବନଦର୍ଶନକୁ ପ୍ରଭାବିତ କରିଆସିଛି- ତାହା ହେଉଛି ଷୋଡ଼ଶ ଶତାବ୍ଦୀର ରଚିତ ଓଡ଼ିଆ "ଭାଗବତ''
ଏପଟେ ଗାଁ ଛାଡ଼ିଥିବା ଯେତେକ ଦାନାପାଣି ଖୋଜି, ଚାକଚକ୍ୟ ଖୋଜି ଦୀର୍ଘବର୍ଷ ସହରରେ ଅବସ୍ଥାନ କଲାପରେ ବି ଗାଁର ବିଶୁଦ୍ଧ ଚିତ୍ରକୁ ଭାଳି ହେଉଥିବା ବେଳେ, ସେପଟେ ଗାଁ ଗୁଡ଼ିକ...
ସମୟକ୍ରମେ ଫଟୋଗ୍ରାଫିର ପ୍ରୟୋଗ କୌଶଳ ଓ ଉତ୍ପାଦନ କୌଶଳରେ ପରିବର୍ତ୍ତନ ସଂଗଠିତ ହେବାରୁ କଳାଧଳା ଫଟୋଗ୍ରାଫି ଏବେ ଇତିହାସରେ ପରିଣତ ହେବାକୁ ଯାଉଛି ।
ତାକୁ ହୃଦୟ ଥିବା ଏକ ଜୀବନ୍ତ ମଣିଷରୁ ହୃଦୟହୀନ ଯାନ୍ତ୍ରବ ମଣିଷକୁ ରୂପାନ୍ତରିତ କରାଯାଉଛି । ଯିଏ କେବଳ ବଡ଼ ହେଲେ ଅର୍ଥରୋଜଗାର କରି ଜାଣିବ । ଯନ୍ତ୍ର ମଣିଷ...
"ମୋ ଅଜାଙ୍କ ନିଶ" କହି ଅତୀତର ସ୍ୱପ୍ନ-ପ୍ରାୟତା ଭିତରେ ଆମର କ୍ଲୀବତ୍ୱ ଖୁବ୍ ଫର୍ଚ୍ଚା ନତୁବା "ଗୁଣକୁ ସୁମରି ସରାଗେ ମୁଖ ଫେରାଅ ପଛେ" ତୁଲ୍ୟ ।
ମୁଁ ମନା କରୁଥିଲି ..... ବଢ଼ିଲା ଝିଅ ... କ'ଣ ମିଳିଲା ସେ ପାଠପଢ଼ାରୁ । ଏଣେ ପାଠ ଚୂଲିକୁ ଗଲା, ତେଣେ ଝିଅ ମୋର କାହା ସାଙ୍ଗରେ ପଳାଇଗଲା
ଆଲୁଅ ସରୁ ନ ଥିବା ପ୍ରେମ ଏକ ଋତୁହୀନ ମହାଋତୁ
ଜୀଅନ୍ତା କଲିଜା ଖଣ୍ଡ ଛୁରୀ ବାଜି ଛଟପଟ ହେବା ପରି ଭୟଙ୍କର ମରଣ ମୁହଁରେ ଛାଡ଼ିଆସିଥିବା ଲୋକଟାର କଥା ଭାବି ବିଚଳିତ ହୋଇପଡ଼ୁଥିଲା ସେ । ଲୁହକୁ ଝରାଇ ଝରାଇ...
ଆପଣ ସାରେ ହାଟ ପର୍ଯ୍ୟନ୍ତ ନିଶ୍ଚୟ ଯିବେ । ମୋତେ ସେହି ହାଟ ଛକରେ ଛାଡ଼ିଦେବେ, ମୁଁ ସେଉଠୁ ଚାଲିଯିବି
ଶୁଭଙ୍କରର ବେଶ୍ ମନେ ଅଛି ଏହି ପ୍ରାୟ ବର୍ଷେ ଖଣ୍ଡେ ତଳେ ଏମିତି ଏକ ଆଦ୍ୟ ଆଷାଢ ଋତୁରେ ତା'ର ଭେଟ ହୋଇ ଥିଲା ବର୍ଷା ପ୍ରିୟଦର୍ଶନୀ ମହାନ୍ତି ସହିତ...
ଆପଣଙ୍କ ମତାମତ