ଟୁପ୍ଟାପ୍ ଶବ୍ଦ କଢ଼ି ଫୁଲ ଆଉ ପକ୍ଷୀଙ୍କ କାକଳି
ଦ୍ୱାପରରେ ପ୍ରଭୁ ନାରାୟଣ ରୂପ ଧରି ପାପୀଙ୍କୁ ବିନାଶ କଲ ଗୋଲକ ବିହାରୀ, ରାଧିକା ତୁମର ପ୍ରାଣ ତୁମେ ତାଙ୍କ ପ୍ରାଣ ରକ୍ଷା କର ପ୍ରଭୁ ତୁମେ ଆହେ ଆର୍ତ୍ତତ୍ରାଣ,
ଲୋଡ଼ାନାହିଁ, ଲୋଡ଼ାନାହିଁ ଆଉ, ବାପା ହୋଇ ବଞ୍ଚିବାର ଦୁର୍ବାର ଅଧିକାର ।
ଫଗୁଣର ସକାଳିଆ ଖରା ପରି ତା ହସ ମାପିଚୁପି ନିମିଷକ ପାଇଁ ଆସେ ଯୁଗର ଖୋରାକ ଦେଇ ମହକେଇ ମନ ଓ ଅନ୍ତର ।
ସୂର୍ଯ୍ୟାସ୍ତ ଦେଖିବା ଭାରି ଇଚ୍ଛା ମୋର ମନ ଖୁସି ପାଇଁ
ଅର୍ଦ୍ଧନାରୀଶ୍ୱର ଯେବେ ଚିତ୍ରପଟ୍ଟେ ଦେଖେ, ପ୍ରଫୁଲ୍ଲ ମନରେ ପ୍ରଭୁ ଚିତ୍ରକୁ ପରଖେ ।
ତାରୁଣ୍ୟର ଉଦ୍ଦାମତା ଚାକିରୀ ଜୀବନ, ବାହାଘର ଜୀବନ ସାଥିର ମିଠା କଥା ଜୀବନର ଉଠ ପଡ଼ା,
ସେ ବଉଳ ଗଛ ସେ ପୋଖରୀ ମାଛ ଡୁଡୁ ବାଗୁଡିର ଖେଳ ଭାବିଲେ ସେକଥା ଆନନ୍ଦେ ନାଚଇ ସେହି ସାଙ୍ଗସାଥୀ ମେଳ ।
ସେତିକି ବେଳେ ଦମକାଏ ହେମାଳ ପବନ ଏ ମନକୁ ଚହଲାଇ ଦିଏ ଛାତି ତଳେ କମ୍ପନ ଜଗାଏ କାହାର ଉଷୁମ ପରଶ ପାଇଁ ବାହୁନି ଉଠଇ ଏଇ ମୋର ମନ,...
ଆପଣଙ୍କ ମତାମତ