ଦେଲେ ଦିଅ ଯାହାବି ସଜା, ମୋ ପ୍ରିୟା ତୁମେ ଭାରି ଅବୁଝା । ଜାଣେନା ମୁ ତୁମର କିଛି ନାଁ କି ଠିକଣା ! ହେଲେ ବି ତୁମ ପ୍ରେମ...
କେମିତି ଦେଖିବି ବଧୂବେଶ ତାର କେମିତି ଏମନ ସହିବ ଯେତେ ବୁଝେଇଲେ ଅବୁଝା ମନକୁ ମନଟାକି ସତେ ବୁଝିବ ।
ପୁରୁବ ପୁରୁଷ ଓଡ଼ିଶା ମାଟିରେ କିମ୍ବଦନ୍ତି ଛନ୍ତି ରଖି ଅଳସୁଆ ବୋଲି କହିବେନି କେହି କୋଣାରକ କାମ ଦେଖି ।(୭)
ଅବାରିତ ବର୍ଷା ଅସ୍ତବ୍ୟସ୍ତ ଚାରିଦିଗ ଅଟକି ଯାଇଚି ବଞ୍ଚିବାର ସ୍ରୋତ ବାସିଯାଇଚି ଭାତ-ଲୁଣ, ଜୀବନର ଭାଷା ଅବାରିତ ବର୍ଷା ଜଳମଗ୍ନ ଗୋଟା ଇଲାକା !
କାହିଁକି ଧ୍ୱଂସ ଆଜି ? ଏ ଦେଶର ମହାନତା ପ୍ରତିଠାରେ ଦିଶିଯାଏ ସିନା, ୟା'ର ନଗ୍ନତା !
ତା'ପାଇଁ ସିଂହାସନ ଯାହା ମାଟିଗଦା ତାହା ବିଚରା ଭୋଜରାଜର ସମସ୍ତ ପିପାସା
ଶିଶୁଟିଏ ଠାରୁ ତେବେ ସେ ଶିଶୁ ହତ୍ୟା ଦୋଷରୁ ବଞ୍ଚିଗଲା ସେ ନିଜ ଶରୀରର ବଳ ପ୍ରୟୋଗରୁ ବଞ୍ଚିଗଲା କିନ୍ତୁ ସେ ହାର ମାନି ନାହିଁ ଶିଶୁଟିର ନିଶ୍ଚଳ ଚରିତ୍ର...
ଦେଇଥିବା କଥା ଭୁଲିଯାଇପାରେ କେହି ଶୁଣିଥିବା କଥା କିଏ ଭୁଲିପାରେ ନାହିଁ ଜଳାଏ ମନକୁ ସ୍ମୃତି ତା'ର ନିଶିଦିନେ !
ସେ ରାତିର ବର୍ଷାରେ ଯଦିଓ ଭିଜିଥିଲା ଦେହ ତୁମର ତଥାପି ତୁମ ସ୍ପର୍ଶର ଉଷ୍ମତାରେ ମୁଁ ଜଳି ଯାଉଥିଲି ପ୍ରତିକ୍ଷଣ ।
ମାର୍ବଲ ବାରଣ୍ଡାରୁ ପହଁରିଯାଏ ଆଖି ଚାଳଘର ମାଟି କଙ୍କାଳରେ ଯେଉଁଠି ଠିଆ ହେଇଚି କୋଠାଘର ବଗିଚା ଦେଇପିଣ୍ଡି ମୁଣ୍ଡେଇଚି ଅଧଲାଖ ଟଙ୍କାର ପଥର ଚଉଁରା ବଉର ଜମିଦାରୀ (ଇଛା) ବହପରେ...
ଆପଣଙ୍କ ମତାମତ