ରାତି ପାହି ନୀତି ସକାଳ ହୁଏ ନୀଡ଼ ପକ୍ଷୀ ପୁଣି ନିଡ଼େ ବାହୁଡ଼ିଯାଏ ଶାଶୁ ମାଁ ମୋର ଦୁଆର ମୁହେଁ ପୁଅ ଆସିବା ବାଟକୁ ଚାହିଁ ରୁହନ୍ତି
କୃଷ୍ଣମୟ ହୋଇଛି ମୋଁ ତନୁ ମନ ଜାଣିଛି ମୁଁ ତୁମର କି ହୋଇପାରିବି
ଝର୍କା ଖୋଲିଲେ ତମ ବେଣୀର ସ୍ପର୍ଶ
ସକାଳରୁ ସଞ୍ଜଯାଏ ଅନିର୍ଦ୍ଦିଷ୍ଟ ପଥ ଦେଇ ତାକୁ ଘୂରିବାକୁ ହୁଏ ସେଇଥିପାଇଁ ତ କେନ୍ଦ୍ରଟା ତାର ଏପଟ ସେପଟ ହୋଇ ତାକୁ, ଦୋହଲାଉଥାଏ ।
କହକି ନ କହ ତାରେ ମୁହେଁଇ ଦେବ ଜାଳା ଓ ଜାଳେଣି ତୋରି ଚୂଲ୍ଲୀରେ ନିଆଁ, ପାଉଁଶର ଖେଳ ଖେଳିଯିବ ରକତ ମାଉଁସେ ।
ମତେ ଆଉ ଏକ ବଡ଼ ଅନୁଭବର ସନ୍ଧାନରେ ଛାଡ଼ି ଏହା ନିଶ୍ଚିତ ଯିଏ ବଡ଼ ଅନୁଭବ ନପାଇ ସବୁ ଜାଣନ୍ତି
ଚେତା ଫେରିବା ବେଳକୁ କବିତା ହସୁଥିଲା- କହିଲା ମୋ ବାହାଘରକୁ ଆସିବ ।
ଆଲୋକିତ କଲି କୁଟୀର କାହାର ପୁଣି କାର ଚଲାପଥ ବାସର ଘର ମୁଁ ନିରବେ ଜଳିଲି କବି ପାଇଁ ହେଲି ଗୀତ ଭକତର ଲାଗି ମିନତି କଲି ମୁଁ ଦେବତା...
ଖାଲି ମାଟି ନୁହେଁ ଭିଜେ ରାତି ଭିଜେ ମୋର ପ୍ରତିଟି ସପନ ବରଷାରେ ଶ୍ରାବଣର ମେଘ ସିନା ପୋଛିଦିଏ ଯନ୍ତ୍ରଣା ମାଟିର ହେଲେ ବିନ୍ଦୁଟିଏ ବରଷେନା ମୋ ମନର ନିଆଁରେ...
ମନରେ ମୋ ଆଶା ଭରିଦିଏ ଅଣ୍ଟା ସଳଖି ଚାଲିବାର କଳା ଟିକକ ଶିଖାଏ ମୋ ଲୁହକୁ ପିଇ ନିଏ
ଆପଣଙ୍କ ମତାମତ