ନା ଆଉ କରିବିନି ସେ ଧାନ ମୁଗ ଆଳୁ ପିଆଜ ଭେଣ୍ଡି ସାଗ ଆଉ ବାଇଗଣ କଣ ଲାଭ ଏତେ ସବୁ ଥାଇ ଯଦି ବଞ୍ଚେଇ ପାରିଲିନି ପୁଅଟାର ଜୀବନ
ଶିବ କ୍ରୋଧ କଲେ ସୃଷ୍ଟି ହୋଇବ ବିଲୟ , ତାଙ୍କ ଚରଣରେ ସଦା ରଖିଥିବୁ ଲୟ ।
ମରୁଭୂମିରେ ନିର୍ଝରିଣୀର ସ୍ଵପ୍ନ ଦେଖିଲ ତୁମେ ମରୀଚିକା ସନ୍ଧାନରେ ଅସ୍ତ -ବ୍ୟସ୍ତ ହେଲା ସେ ତା' ସ୍ଵପ୍ନର କୋଣାର୍କ କୁ କ୍ଷତ -ବିକ୍ଷତ କଲ ତୁମେ
ମୁଠାଏ ମୂର୍ଚ୍ଛନା. . . ସୃଷ୍ଟିକଲା ସ୍ନେହ ଅନାବିଳ ଚାପିଦେଲା ଶତସିଂହ ବଳ ଫାଡ଼ିଦେଇ କଳାବାଦଲକୁ ଢାଳିଦେଲା ନିଶାକର ଗର୍ଜନରେ ଶୀତଳ ଜୋଛନା ଖସାଇଲା ଆକାଶରୁ ଝିଲିମିଲି ସଦ୍ୟ ତାରାଫୁଲ...
ଓଠରେ ସ୍ମିତହାସ୍ୟ, ଅନ୍ତରର ହାହାକାର, ନୀରବ ନିସ୍ତବ୍ଧ । ଭିତରେ ବଇଶାଖୀ ଝଡ ଗଳା କିନ୍ତୁ ରୁଦ୍ଧ, ଶବ୍ଦ ବିନା ।
ମାଆର ମନରେ ଭରିଛ ହେ ପ୍ରଭୁ କୋମଳ ପ୍ରୀତି ପରଶ, ଦୀପକ ଜ୍ୟୋତିର ଲେଲହୀନ ଶିଖା ପରି ସେ ସଦା ସରସ ।।
ସମୟ କହୁଛି କାଲି ବାଜି ବାଜିପାରେ ମୋ' ମରଣ ସାହାନଇ ସେଥିପାଇଁ ପ୍ରିୟା କହୁଛି ତୁମକୁ ଆସିବ ଆସିବ ବେଳ ଥାଇଁ ।।
ସାଗର କୁଳରେ ତୋର ହାତ ଧରି ଚାଲିବା ଚାଲୁ ଚାଲୁ କେତେ କଥା ତୋତେ କହିବା କହୁ କହୁ ସବୁ କଥା ଆପେ ଭୁଲିଯିବା ଭୁଲା ବୋଲି କହି କହି...
ଖୋଜିବା ମନା ତୁମକୁ ପାଇବା ମନା ଗୀତ ତୁମେ ହେଲେ ତୁମକୁ ଗାଇବା ମନା କାହିଁକି କହିବି ମୁଁ ଭଲ ପାଉଛି ତୁମକୁ ?
ବାଲିଧୂଳି ଖେଳ ସାଙ୍ଗସାଥୀ ମେଳ ପୋଖରୀ ଗାଧୁଆ ଡିଆଁ, ଖଜୁରୀର କୋଳି ଆଉ ଆମ୍ବ ଚୋରି କିଆ ବୁଦାର ସେ ନିଆଁ ।
ଆପଣଙ୍କ ମତାମତ