ନିଶବ୍ଦ ସ୍ଥାନ ଆଉ ମୋ ହୃଦୟ ସ୍ପନ୍ଦନ କେତେ କଣ କହି ଯାଏ ଏଇ ଚୁପି ଏ ତମ ସ୍ୱର ନା ଅଜଣା ପ୍ରତିଧ୍ଵନି ,
ଝିଅ ନୁହେଁ ଡାକନ୍ତି ମା ସାଜିଛି ତାଙ୍କ ଘରର ଲକ୍ଷ୍ମୀ ପ୍ରତିମା
ଭକତି ପ୍ରେମରେ ପବିତ୍ର ଜଳରେ , ପୂଜିବୁ ନିଷ୍କାମ ହୋଇ । ସତ୍ୟର ଦୟଣା ଶ୍ରୀଭୂଜେ ଅରପି , ସତ୍ୟର ପୂଜାରୀ ସାଜି ।
ଅଟକି ଯାଏ ଦୁନିଆ, କଲମ, ଭାବନା ଆଉ ଝର ଝର ଝରୁ ଥିବା ସୃଜନଶୀଳ ଝରଣା ।
ଆମେ ଖାଲି ବଞ୍ଚୁଥିବା ଦିନରେ ଦିନରେ, ବର୍ଷ ବର୍ଷ ଶୁଭ୍ର କେଶ, ଲୋଳିତ ଚର୍ମରେ ଯଷ୍ଟି ଆଉ ସାହାରା ପର୍ଯ୍ୟନ୍ତ ।
ଦିଅ ଗୋ ଦିଅ ମୋତେ ଏତିକି ଅଧିକାର, ନ ଦେଲ ଯଦି ଆଉ ଜୀବନେ କିଛି ମୋର, ଦିଅ ଗୋ ମୋତେ ତୁମେ ଏତିକି ଅଭିମାନ କ୍ଷୁଦ୍ର ଏ ଜୀବନେ...
ଗୋଟେ ପରିତ୍ୟକ୍ତ ବିବର୍ଣ୍ଣ ସକାଳରୁ ତମାମ ଦିନର ବିଭତ୍ସ ଚିତ୍ର ଛାପି ହୋଇଯାଏ ମନରୁ ମନ ସର୍ବତ୍ର ସବୁ ମଣିଷର ମଣିଷପଣିଆକୁ ତାତ୍ସଲ୍ୟ କରି ।
ଶାଶ୍ବତ ପ୍ରେମର ପୁଲକ ଉଚ୍ଛ୍ୱାସେ ହୃଦୟେ ବେପଥୁ ଭରୁ
ସମସ୍ତେ ନୁହନ୍ତି ଏକା ପରି ନେତା କିଛିତ ଅଛନ୍ତି ଆଦର୍ଶବାଦୀ ଜନତାଙ୍କ ହିତେ ଦିନରାତି କାମ କରୁଥାନ୍ତି ପୁଣି ସେବକ ସାଜି ।।
ପ୍ରଜାପତି କହେ ଫୁଲଟି ତୁମେ, ଫୁଲ କହେ ତାର ପାଖୁଡା ତୁମେ, ପାଖୁଡା କହେ ତା ରଙ୍ଗ ତୁମେ, ରଙ୍ଗ କହେ ତାର ସୌନ୍ଦର୍ଯ୍ୟ ତୁମେ ।
ଆପଣଙ୍କ ମତାମତ