ନଦୀ ଝର ଆକାଶ କହି ଦେଲାଣି ନିର୍ମଳ ନୀଳିମାର ସ୍ୱଚ୍ଛ ଅଭିବ୍ୟକ୍ତିରେ ବଢ଼ି ଝଡ଼ ଅବପାତ ଉତ୍ତାରେ ନଇଁ ପଡ଼ିଥିବା ଜୀବନ ଅଣ୍ଟା ସଳଖି
ଈଶ୍ବର ତ ଦୃଶ୍ୟହୀନ ସୂକ୍ଷ୍ମାତିସୂକ୍ଷ୍ମ କ୍ଷୁଦ୍ର କଣିକାଟିଏ , ଅଣୁପରମାଣୁରେ ଗଢ଼ା ସଚରାଚର ଜୀବଜନ୍ତୁ , ଗ୍ରହ, ଉପଗ୍ରହ ଆଉ ନକ୍ଷତ୍ରଙ୍କ ସୃଷ୍ଟି, ସ୍ଥିତିର ମହାନ ସତ୍ତା ଟିଏ... ।
ଓଡ଼ିଶା ଜଗନ୍ନାଥ ଭୂମିରେ ମୋର ଜନ୍ମ, ପୁଣିସେ ଭାଦ୍ରବ ମାସର କୃଷ୍ଣପକ୍ଷ ଜନ୍ମାଷ୍ଟମୀ ଦିନ ତା ସାଙ୍ଗରେ ନାମ ମୋର ପୂଜାରିଣୀ, ମୁଁ ଅଟେ ତା ପ୍ରେମ ଆଉ ଭାବନାସ୍ରୋତରେ...
ମୁଁ ଏମିତିକା ଏକ ବନ୍ଦ କୋଠରୀରୁ ତମକୁ ଦେଖିଲା ବେଳେ, ମୋର ମନେ ହୁଏ ଭୂମା ତମେ ରହି ଅଛ ପୁରି, ମୋ ଚାରିଆଡ଼େ
ସବୁଜ ପତରଟି ତୁମରି ମହୀରୁହେ ପଲ୍ଲବି ଅଛି ହୋଇ କଅଁଳ ଛନ ଛନ, ବିଶ୍ୱମୟ ତଵ ମଣୋହି କରି ପାନ ବିଶ୍ୱାତୀତ ପାନେ ବଳାଇଅଛି ମନ ।
ନୟନୁ ଝରିଲେ ଅଶ୍ରୁ ତା'ର ନାମ ପାଟିରୁ ଗଡ଼ିଲେ ଲାଳ, ଶୌଚ କରିଦେଲେ ହୁଅଇ ଆବିଳ ଦେହରୁ ବହିଲେ ଝାଳ ।
ଏ ଘନ ରାତିରେ ଅଂଚଳ ଭିଡୁଛୁ ଚିତ୍ତ ଚୋର ଲମ୍ପଟିଆ
କହିକି ପାରିବ କାହିଁକି ହେ ବନ୍ଧୁ ମୋ ଛାତିରେ ଲହରୀ ଉଠେ ପଶ୍ଚିମ ଗଗନେ ସୁରୁଜ ନଇଁଲେ ଛାତିରେ ଛନକା ପଶେ
ଆଉ କେତେ ଦିନ , ତା'ର ସରଳତା, ନିରୀହତା ଆଉ ଦୀନତାର ଭିଟାମାଟି ପରେ ଅହରହ କାଟି ଚାଲୁଥିବ ଜୀବନ ସାହିତ୍ୟର ସ୍ପର୍ଦ୍ଧିତ ନକ୍ସା ;
ମାଆଲୋ ତୁ ମୋର କରୁଣାମୟୀ ସ୍ନେହମୟୀ ତୁ ଜନନୀ ଦୀର୍ଘ ବିଶାଳ ଏ ଧରାପୃଷ୍ଟ ରେ ତୋର ସରି କେହି ହେବେନି ।
ଆପଣଙ୍କ ମତାମତ