ତୁମେ ଜୀବନର ଏକଇ କାମ୍ୟ ଚରମ ଆଶ୍ରା ମମ, ନଶ୍ଵର ଏହି ଜୀବନରେ ତୁମେ ଶାଶ୍ୱତ ପ୍ରିୟତମ ।
ଦର୍ପଣ ଆଗରେ ଯେବେ ଛିଡା ହୋଇଲି ନିଜକୁ ରହିଲି ଚାହିଁ । ଦର୍ପଣ ଆଖିରୁ ଲୁହ ଝରିଗଲା ହେଲେ ପୋଛି ମୁଁ ପାରିଲି ନାହିଁ ।
ଘାଟିଆ ପରି ସେ କରୁଛି ଘଟ କର୍ମ ବିବାହ ଘଟୁଅଛି ତା'ର ଇଙ୍ଗିତେ ଘଟଣାର ପ୍ରବାହ ।। ଉଣା କରି ମାୟା ଜଞ୍ଜାଳ ଭଣ୍ଡି ଉନ୍ମୁକ୍ତ ଭାବ ଉପାୟ ଖୋଜିଲେ...
ସବୁକୁ ଝୁରୁଛି, କେମିତି ପାଇବି ? ତୁମ ପାଇଁ ଯେତେ ପ୍ରେମ, ନିଜେ ପରା ଜଳେଇଛି । ତୁମ ସ୍ମୃତିକୁ ଜୁଇରେ ସଜେଇଛି ।
ତମ ରଙ୍ଗର ଝଲକରେ ମୋ ହଜିବାର ବହୁ ଆଗରୁ ହଜି ସାରିଥିଲା ଚତୁପାର୍ଶ୍ୱସ୍ଥ ଦୃଶ୍ୟସମୂହ ନିଖୁଣ ସ୍ୱପ୍ନର ପ୍ରବଣତାରେ ।
ଦେଉଳ ତ ଥାକ ଥାକ ଇଟା କିମ୍ବା ପଥର ନିର୍ମିତ ଏକ କମନୀୟ ସ୍ଥାପତ୍ୟ ଏକ ଧାର୍ମିକ ଅନୁଚିନ୍ତା ଯେଉଁଠି ପୂଜା ପାଆନ୍ତି ବିଶ୍ୱାସରେ ଜୀବନ୍ୟାସ ପାଇଥିବା ଏକ ମୂର୍ତ୍ତୀ
ସିଗାରେଟ୍ ପ୍ୟାକେଟ କହିଲେ ମୁଁ ବୁଝେ, ଛୋଟ ଏକ କାଗଜର ଘର ଯା ଭିତରେ ଶୋଇଥାନ୍ତି ମୃତ୍ୟୁ ଧାଡି ଧାଡି,
ତୁମେ ତ ଉଦାର, ନିର୍ବିକାର, ଯିଏ ଯାହା ଦିଏ ନିଅ ବୋହି, ଭଲ ମନ୍ଦ ସବୁ କୋଳେ ନିଅ ବାଦ ଅପବାଦ ସହି ।
ମୁଁ ଏକ ଆକ୍ରମଣକାରୀ ଜିନିଷଟା ପୂରାପୂରୀ ତମର
ଛାଡି ଅହଂ ଭାବ କାମନା ଲାଳସା ବଦଳାଇ ନିଜ ମତି ସ୍ନେହ ଶ୍ରଦ୍ଧା ଦେବା ସଭିଙ୍କ ମନରେ ନିଶ୍ଚୟ ମିଳିବ ଶାନ୍ତି ।
ଆପଣଙ୍କ ମତାମତ