ତୁମ ଶାଖା ଫାଙ୍କେ ଚନ୍ଦ୍ର ନୁହେଁତ ପ୍ରିୟା ମୁହଁ ଦେଖେ ପତା ବି ପଡେନି ନଥାଏ ଯାତନା.....
ସେଠିକାର ସବୁ ସୁଖ ଅୟସ ଆରାମ, ସ୍ନେହ,ପ୍ରେମ,ଦୟା,କ୍ଷମା, ସର୍ବୋପରି ଆବେଗ ଓ ଉଚ୍ଛ୍ୱାସକୁ ?
ଯୌନପିଶାଚଙ୍କ ଅନିର୍ବାପିତ କାମନାର ନିଆଁରେ ସ୍ୱର୍ଗଦ୍ୱାରେ ହୁତୁ ହୁତୁ ହୋଇ ଜଳିଗଲା ସୁଜାତାର ଜୀବନ ଜୁଇ । ନାରୀ ସୁରକ୍ଷା ଆଉ ସଶକ୍ତିକରଣର ଡେଙ୍ଗୁରା ପିଟୁଥିବା, ଏଇ ଆମ ସର୍କାର.........
କୁହ ତ’ଦେଖି ସଂପର୍କକୁ ବଞ୍ଚାଇବାରେ ମୋ ଲୁହ ଲହୁ କ’ଣ ଏକା ଦରକାର ?
ଠିକାଦାରର ତତଲା ନଜର ବୁଝିପାରନ୍ତି ମାଇପିପଲ ପଥରଭଙ୍ଗା ପଞ୍ଝାରେ ଗାରେଇ ଦିଅନ୍ତି ତା’ ଗୋରା ଗାଲ ।
ଚଡ଼କେ ଚମକି ନ ଯାଇ ତା’ ପରି କିଏ ଧାରା ଶିରାବଣେ ଭିଜାଇ ଭିଜାଇ ଦେହ । ଗହୀର ପାଟରେ ପଖାଳ ତୋରାଣି ପିଏ ଜୀବିକାପାଇଁ ଜୀବନକୁ ମଣି ହେୟ...
ଅସୁର ନାଶ କାରିଣୀ ଶତ୍ରୁସଂହାରିଣୀ ଅତୁଳ ତୋ ଭକ୍ତ ପ୍ରୀତି ଆଶିଷ ଦାୟିନୀ -୫-
ଯୋଗିନୀ କି ନାରୀ ନୁହଁ ! ଦେହ ଥିଲେ ମନ ଅଛି, ଦାହ ବି ଅଛି ପାପପୂଣ୍ୟର ତର୍ଜମା ତ ମୋତେ ଭଲଭାବେ ଜଣାଅଛି ସେପାଇଁ ପ୍ରଣୟୀ ହୋଇ ମୁଁ...
ଗ୍ରୀଷ୍ମର ପ୍ରଖରତାରେ ଅନୁଭବ କରେ ମୁଁ ତୁମ ସୁସ୍ମିତ ଶୀତ ଆଉ ବର୍ଷାର ସଙ୍ଗୀତ ମୋର ଏହି ନାନ୍ଦନିକତାର ସୁକ୍ଷ୍ମ କାରିଗରୀରେ ତୁମେ ଏକ ଛନ୍ଦମୟ କବିତାରେ ପାଲଟିଯାଅ
ଏ ସମୟ ତୁ ଏବେ ଧୀରେ ଧୀରେ ଯା କିମ୍ବା ଏ ମୃତ୍ୟୁ ତୁ ଏବେ ଧୀରେ ଧୀରେ ଆ ।
ଆପଣଙ୍କ ମତାମତ