ହାତ ବଢାଇଲେ,ସେଇଠି ବିଷ ପୁଣି ସେଇଠି ପୀୟୁଷ!
ତୁମେ ପାଖରେ ନଥିଲେ ମନ ମୋର ଭାଙ୍ଗିଯାଏ ଆଖି ତୁମକୁ ଖୋଜି ବୁଲୁଥାଏ
ପ୍ରେମ ପାଇଁ ଆମେ ସାଇତୁଥିଲେ ଫୁଲ, ଚିଠି, ସ୍ୱପ୍ନଭରା ରାତି ଡାଇରୀ ଭର୍ତ୍ତି କବିତା ନିର୍ମାଲ୍ୟ ପରି ଲୁହ ।
ବାରମ୍ବାର ମୋ ମନକୁ ହତ୍ୟାକରି ଚାଲିଛ ସବୁ ସ୍ଥିତିରେ ମୁଁ ପାଲଟି ଯାଇଛି ଗୋଟେ ପରାଜିତ ଓ ଲାଞ୍ଛିତ ନାରୀ ।
ଭଂଗା ମନ ଧରି ଜୀବନ ନଉକା ବଢି ବଢି ଯାଏ ଆଗେ ।। ୧ ।।
ଗୋଟିଏ ଇଞ୍ଚ ବି ବାଧକ ସାଜଇ , ତୁମ ସେନାର ଚୟନ ପାଇଁ ଆଜି ପୁଅଟିର ମୋର ଅଧା ଶରୀରକୁ କେମିତି ନେବି ମୁଁ ବହି ।
ପାହାନ୍ତି ପହରୁ ବିଛୁରିତ ହେଉଥିବା ସିମେଇ, ପୁଲାଓର ବାସ୍ନା, ରଙ୍ଗ ବେରଙ୍ଗୀ ବସ୍ତ୍ର ସାଥେ ଚିକ୍ମିକ୍ ଚୂଡ଼ି,
ଆଉ ପେନସିଲର ଦୁଇ ମୁଣ୍ଡରେ ବସି ପିଇ ଯାଉଛନ୍ତି ପାଠ, ଦୁଇ ଅବଢ଼ା ବାଳକ ଏକଲବ୍ୟ - କାଳିଦାସ ।
ମୁଁ ପଛରୁ ତା' କାନିକୁ ଭିଡ଼ି ଧରିଛି ଠିକ୍ ସେ ବୁଲି ଚାହିଁ ଥାଉ କହିଲା ବେଳେ ତା' ଆଖିରେ ତଥାପି ମୁଁ
କପାଳରୁ କେହି, କେହି ଭାବନ୍ତି ; ସିଏ ତାନ୍ତ୍ରିକ, ଯୋଗୀ ପୁନଶ୍ଚ ଅବତାର ।
ଆପଣଙ୍କ ମତାମତ