କେବେ ପୂର୍ଣ୍ଣୀମା ପୁଣି କେବେ ଅମାବାସ୍ୟା କେବେ ହୁଏ ଚନ୍ଦ୍ର ଗ୍ରହଣ ।।
ହେତୁ ପାଇବା ଦିନଠୁଁ ଦେଖି ଆସିଛି, ବାପ, ଅଜା, ଅଣଅଜାମାନଙ୍କୁ ଶୁଣି ଆସିଛି; ଚଉଦ ପୁରୁଷଙ୍କ କଥା; ଜଳ, ଜମି, ଜଙ୍ଗଲ ହିଁ ଭରସା, ଧର୍ତି ହିଁ ମା, ହର୍ତ୍ତାକର୍ତା...
ଆମେସବୁ ଚାଷୀ ଚାଷ ତ ମୂଳ ତମରି ପେଟ ପାଇଁ ଆମେ ଖଟୁଥିଲେ ଆଣ୍ଠେଇ ପେଟେଇ ତମେ ଖୋଜୁଅଛ ଛାଇ ।।
ଦେଖି ଦେଖି ସହେ, ଆଉ ସହି ସହି ଦେଖେ ଏ ନିରୀହ କଲମ । ଚିତ୍କାର କରି କରି – କ୍ଲାନ୍ତ ପଡିଯାଇଛି ସେ, ପରାସ୍ତ କରିପାରେନି ଏ ବହୁରୁପୀମାନଙ୍କୁ...
ମା’ ତାର ଖଁ ଖଁ ହେଇ ବେଦମ୍ ହେଲାଣି ବାରି ପଟ ଝର୍କାରେ କଳା ନାଗର ଫଣା ସେ ଦି ଥର ଦେଖିଲାଣି ମନ ତାର ଛଟ୍ପଟ୍ ହଉଛି ହେଲେ...
ଅନ୍ୟାୟୀ ଏ’ ବର୍ତ୍ତମାନ ଅତୀତ ଆଦରେ ଜାଳୁଛି ତନ ଭବିଷ୍ୟତ ଏବେ କଲାଣି ମାନ ଉଦାସେ କଟୁଛି ଦିନ, ଅବୁଝା ଏ’ ବର୍ତ୍ତମାନ
ଚାହିଁ ବସିଅଛି ଆକୁଳେ ପିପାସା ନୀତି ପାଦ-ପଦ୍ମ ଦର୍ଶନ ଆଶା ମୁଁ ତ ପ୍ରଭୁ ତୁମ କିଣା ଅନୁଚର
କାମାନ୍ଧ ପୁରୁଷ ଜୀବନେ ପଡ଼େନା...... କଳଙ୍କର କଳାଗାର ନାରୀ କପାଳେ କଳଙ୍କିନୀ ପଦ ମୃତ୍ୟୁ ଠାରୁ ବଳି ଜହର
ନିତି ନିତି ତୁମ ପ୍ରତିମୂର୍ତ୍ତି ଗଢ଼େ ମୋ ଦେହର ରକ୍ତ ମାଂସରେ ।
ଦୁଇ କୁଳ ହିତା କନ୍ୟା ଯେ ଦୁହିତା ଦୁଇ କୁଳ ହିତେ ଜନମ ଯାହାର କିଆଁ ସର୍ବନାଶ ତାର କରୁ କୋଉ କଥା କୁ ତୁ ଡରୁ ।। ।।
ଆପଣଙ୍କ ମତାମତ