ପୁଅ ! ଧନ୍ୟ ତୋ ମଣିଷ ପଣିଆ, ଅନ୍ୟ କେହି ହୋଇଥିଲେ ଖେଳି ଖେଳି ଚଟିଆ ଛୁଆଟିକୁ ମାରି ଦେଇଥାନ୍ତେ । ତୁ ତାକୁ ବଞ୍ଚାଇ ରଖିଛୁ ।
ବସୁମତୀ ଠାରୁ ସହନଶୀଳତା ସୂର୍ଯ୍ୟଠାରୁ ତତ୍ପରତା, ଗୁରୁଜନଠାରୁ ନାରିକେଳ ଗୁଣ, ବୃକ୍ଷଠାରୁ ଉପକାରିତା ।
ନୟନୁ ଝରିଲେ ଅଶ୍ରୁ ତା'ର ନାମ ପାଟିରୁ ଗଡ଼ିଲେ ଲାଳ, ଶୌଚ କରିଦେଲେ ହୁଅଇ ଆବିଳ ଦେହରୁ ବହିଲେ ଝାଳ ।
ତୁ ଯଦି ସେତେ ବେଳେ ମୋ କାନକୁ ଧରି ଦି ଚାପୁଡ଼ା ଲାଖାଏଁ ଦେଇଥାନ୍ତୁ ତୋତେ ଆଜି ଏ ଦିନ ଦେଖିବାକୁ ପଡ଼ି ନ ଥାନ୍ତା ।
ପିଲାଟିର ଗୋଡ଼ କାଦୁଅରେ ଖସିଗଲା ଓ ସେ ପଡ଼ିଗଲା । ତାର ପିନ୍ଧିଥିବା ବସ୍ତ୍ର ପାଣି କାଦୁଅରେ ସରସର ହୋଇଗଲା ।
ଛୋଟ ବୀଜଟିଏ ଅଙ୍କୁରିତ ହୋଇ ହୋଇଥାଏ ମହାଦ୍ରୁମ ଛୋଟ ଜୀବଟିଏ ପିମ୍ପୁଡ଼ି ପାଇଁକି ହାତୀ ଭାବିଥାଏ ଯମ ।
ମୋ ରାବକୁ ଶୁଣି ଶୀଘ୍ର ଉଠିବ ଏହି ଚିନ୍ତା କରି ମନେ ସ୍ଵରଟି ମୋହର ହେଲା ଶ୍ରୁତିକଟୁ ଠାକୁରଙ୍କ ବରଦାନେ ।
ଅଭିଭାବକ ଜଣକ ସେଭଳି କଥା ଆଦୌ ଚିନ୍ତା କରି ନ ଥିଲେ । ବୁଝିମଧ୍ୟ ପାରିଲେ ନାହିଁ । ଆଶ୍ଚର୍ଯ୍ୟ ହୋଇ ପଚାରିଲେ
ଦରକାର ବେଳେ ନ ପାଇ ଜିନିଷ ରାଗେ ହେବ ତମତମ , ଫିଙ୍ଗା ଫୋପଡ଼ା ଭଙ୍ଗା ରୁଜା କରି ଦ୍ରବ୍ୟ କ୍ଷତି ହେବ ତୁମ ।
ସନ୍ତସନ୍ତିଆ ଜାଗାକୁ ଦେଖି ସେଇଠି ସିଏ ରୁହେ ପୋକ,ମଇଳା ଏସବୁ ଖାଇ ଆରାମରେ ସେ ଥାଏ ।
ଆପଣଙ୍କ ମତାମତ