ଭାବିବା ପାଇଁ କି ତାକୁ ନ ଥାଏ ମନା ସେ ଭାବନା ପକ୍ଷୀର ସୁନେଲି ଡେଣା ସ୍ୱର୍ଗ ପାରିଜାତ ସେ ଆଣିବ ତୋଳି କେତେ ଦୂର ଯିବ ତାକୁ ନ...
ଆୟୁଷ କ'ଣ ଗିଲାସେ ଜଳ ତାକୁ ପିଇଦେଲେ ସଙ୍ଗେ ସଙ୍ଗେ ସରିଯିବ ।
ଥିଲି ପୁଷ୍ପ ଉଦ୍ୟାନର ମାଳି ମୁଁ ନିସ୍ୱାର୍ଥେ ଅହରହ ଯତ୍ନ ନେଉଥିଲି, ବାସ୍ନା ବାରୁଥିଲି, ରଙ୍ଗ ବାରୁଥିଲି, ହେଲେ ମହୁର କେବେ ସ୍ପର୍ଷ ପାଇନଥିଲି।
ତାକୁ ବି ମନ ଖୋଲି କାନ୍ଦିବାକୁ ଦିଅ ତା ମନର ବ୍ୟଥାକୁ ଢାଳିବାକୁ ଦିଅ ।
ସପନା ଆଜି ଯାଉଛି ଫେରି ଏ ନୁହେଁ ତା ଗାଁ କୁଆଡେ ଗଲା ରାତି ପାହିଲା ସପନା ଥିଲା ତାହା ।।
ଶାଢୀଟେ ଢଙ୍ଗରେ ପିନ୍ଧି ଶିଖିନି ପଲ୍ଲୁ ପଡିନି ଭାଙ୍ଗ ହୋଇ ନା କୁଞ୍ଚ ଠିକ୍ ଜାଗାରେ ବୋଲାଏ ଭାରି ଗାଉଁଲି ତା ଦେହରେ ସେ'କି ପାରୁ ନାହାନ୍ତି ଆଖି ଢାଙ୍କିଛି,...
ନାରୀ ମାରି ପାରେ, ନାରୀ ତାରି ପାରେ ସେ ନୁହେଁ ଅବଳା ଦୂର୍ବଳା ।
ସେ ମୁକୁଳି ପଡିଲେ ଖେଳିଯାଏ କଦମ୍ବର ବାସ,
ସବୁ କାଳ, ଗୁଣ, ପ୍ରକୃତିର ଉର୍ଦ୍ଧ୍ଵରେ... ମହାକାଳ - ମୃତ୍ୟୁଞ୍ଜୟ ସଂହାରକର୍ତ୍ତା 'ଶିବ' ଭକ୍ତବତ୍ସଳ - ଆଶୁତୋଷ ରକ୍ଷାକର୍ତ୍ତା 'ଶିବ' ସର୍ବତ୍ୟାଗୀ-ଭୋଳାନାଥ ମୁକ୍ତିଦାତା 'ଶିବ' ।
ଆପଣଙ୍କ ମତାମତ