କବିତା

ପିତୁଳା

Dr Nilamadhab Kar's odia poem Pitulaa

ନିଦ୍ରା ହଜେ ତମ ଆଲିଙ୍ଗନେ, ନମନୀୟ କଳାର ପିତୁଳା
ଗଢ଼ି ହୁଏ ପଦପରେ ପଦ ଯେତେ, ଅର୍ଥହୀନ ବୁଭୁକ୍ଷୁ କବିତା

ପିତୁଳା
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ମଧୁ ମାସ ଅଗଭୀର ତୃତୀୟ ପହରର ରାତ୍ରି
ସ୍ୱପ୍ନ ନୁହେଁ, ସ୍ୱଚକ୍ଷୁରେ ତମ ଦେହ ବର୍ଣ୍ଣର ତରଙ୍ଗ
ନିଦ୍ରା ହଜେ ତମ ଆଲିଙ୍ଗନେ, ନମନୀୟ କଳାର ପିତୁଳା
ଗଢ଼ି ହୁଏ ପଦପରେ ପଦ ଯେତେ, ଅର୍ଥହୀନ ବୁଭୁକ୍ଷୁ କବିତା
ମୂଲ୍ୟ କଣ ମାପି ହୁଏ, ତମେ ପରା ଶତେକ କିସମ
ଲକ୍ଷେ ଟଙ୍କା କିଏ ମାଗେ, ଦୁଇ ଉରୁ ବକ୍ଷକୁ ନଚାଏ
କିଏ ପୁଣି ଯାଚି ହୁଏ, ଯୌବନର ଭାରକୁ ଓହ୍ଲାଏ

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top