ଟିକି ମନକୁ ରଖିବ ସଫା ନକରି କେବେ କଳି ଟିକେ ଅନ୍ଧାର ଦୂରେଇ ଦିଏ ଟିକି ଦୀପଟେ ଜଳି ।
ମାଆ କଥା ମାନେ ଯିଏ ଭଲ ପିଲା ସେହିରେ ତା ସେବାରେ ମନ ଦେଲେ ଯଶ ରହେ ମହୀରେ ।
ପଞ୍ଝାଟି ମୁଜି କାଣି ଆଙ୍ଗୁଠି ଟେକି ଶ୍ରେଣୀ କକ୍ଷରୁ ବାହାରିବା, ଟିକିଏ ବୁଲି, ପାଣି ଢୋକେ ମରି ,ପୁଣି ପାଠ ପଢି ବସିଯିବା ।
ଏହି 'ଶ' ଗୋଟିଏ ଅବର୍ଗ ବ୍ୟଞ୍ଜନ ବର୍ଣ୍ଣ , ଲେଖିବା ପାଇଁ ଲୋଡ଼ା ଅର୍ଦ୍ଧ ଚନ୍ଦ୍ର, ପୁଣି ପୂର୍ଣ୍ଣ ଚନ୍ଦ୍ର ।
ଆକାଶ ମିଶିଛି ମାଟିରେ ଯାଇଁ କେତେ ଦୂର ମା କହ ସେ ଭୂଇଁ
ସରିଗଲା ଏବେ ଲେଖା ଲେଖି କଥା, ବର୍ଗେ ଜ କୁ ଭଲେ ଭଲେ ଶିଖିବା ପ୍ରଥା ,
ହସୁଥିଲେ ଖିଲି ଖିଲି ମୁହଁକୁ ଯୋଡ଼ି, ଦାନ୍ତ କୁ ମେଲି ଦେଖୁଥିଲେ ଛାତ ଚାତକ ଭଳି।
ଦେଖ ଦେଖ ମୁଁ ଯାଉଛି ଅଙ୍ଗନବାଡ଼ି, କାଲି ଶିଖିଥିଲି ' ଅ' ଆଜି 'ଆ' ର ପାଳି, ଲେଖା ଆଉ ପଢ଼ା କରିଦେଲେ ଭଲକରି, ମାମୁଁ ଆଣିଦେବେ ଖେଳଣା ଭଳିକି...
ବେଙ୍ଗୁଲି ନାନୀ କଲାଣି ନାଦ, ଓଦା ସର ସର ତା ଦୁଇ ପାଦ, ବୁଝିଲାଣି ସିଏ ମେଘର ଫାନ୍ଦ, ଗୀତରେ ପଡ଼ିଲାଣି ତା ପୂର୍ଣ୍ଣଛାନ୍ଦ।
ଆପଣଙ୍କ ମତାମତ