କୋଟି ଜୀବଜନ୍ତୁ ପାଇଁ ଖଂଜିଅଛ ଫଳଫୁଲ ଶଷ୍ୟ ଅସୁମାର ଶ୍ରେଷ୍ଠ ଜୀବ ମନୁପୁତ୍ର ତହିଁ କରେ ତା'ର ସାମ୍ରାଜ୍ୟ ବିସ୍ତାର ।
ଶୁଭ୍ର ବସନା ବରଦା ହଂସ ବାହନେ ଅର୍ଚ୍ଚିତା ଅଜ୍ଞାନ ଅନ୍ଧକାରରେ ଜଗାଅ ଜ୍ଞାନ ଶୁଭ୍ରତା ।
ପ୍ରଭୂଙ୍କ ମହିମା ପ୍ରକୃତି ଆଶୀଷ ଆଲୁଅ ହୋଇକି ବହେ, ମଣିଷ ଆମେ ତା ସାଇତି ରଖିବା ଏ କଥା ଆମକୁ କହେ ।।
କେଉଁଦିନୁ ହୁଏ ଉଦୟ, ଅସ୍ତ କିମ୍ପାଇଁ ଯାଏ ଠାଆକରେ ସ୍ଥିର ନ ରହି, ପୂର୍ବୁ ପଶ୍ଚିମେ ଧାଏଁ ।
ଜହ୍ନ ସାଙ୍ଗେ ଅଛି କେତେ ମିଠା ସ୍ମୃତି କେତେ ଯେ ଅଭୁଲା କାହାଣୀ ପିଲାଦିନର ସେ କୁଆଁର ପୁନେଇଁ ହେବନି ତ କେବେ ବାହୁନି ।।
ମୋ ଆଖି ନଈରେ ବନ୍ୟା ଆସିଲେ ଧୈର୍ଯ୍ୟର ସେତୁ ଭାଜେ ମୋ ମନ ଗଗନେ ଜହ୍ନ ଉଇଁଲେ ବିରସ-କାଳିମା ହଜେ ! ଅନ୍ତରେ ଯାହା ଖୋଜେ, ସବୁ ମିଳିବା କି...
ଅସମ୍ଭବ ଯାହା କଣ୍ଟକିତ ପଥ ତଥାପି ଉଦ୍ଯୋଗ ଜାରି ବିଶ୍ୱନିୟନ୍ତା ନ’ଚାହିଁଲେ କେବେ ସତ୍ୟ କି ଆସିଛି ଫେରି? ଏତେଦିନ ପରେ ଯୋଦ୍ଧା କିଏ ଜଣେ ଯାଉଛି ଆଗକୁ ମାଡ଼ି...
ପରମାଣୁ ବୋମା ଦୌଡ଼ରେ କେବଳ ମାନବବାଦିର କ୍ଷତି ଏଭଳି କର୍ମରେ ବେନିଜନେ ପୀଡ଼ା ପ୍ରମେୟ ଚାଣକ୍ୟନିତି
ଭିଡ଼ିଓ ସିଡ଼ିରେ ନାକଟି ଛୋଟିଆ ପେଟଟି ଦିଶୁଛି ବଡ଼ ରଙ୍ଗ ଢ଼ାଞ୍ଚା ସ୍ୱର ମିଶି ଯାଏ ବୋଲି ବିରୋଧି ଦେଖାନ୍ତି ତୋଡ଼
ମନମୋର ଯିବା ଆମେ ସେ ଆଲୋକର ଦେଶେ ଜନ୍ମ ଦାତ୍ରୀ ମୋ ମା ର ପାଶେ ଟିକେ ଥୟଧର ।।
ଆପଣଙ୍କ ମତାମତ