ଗୋଟେ ପରିତ୍ୟକ୍ତ ବିବର୍ଣ୍ଣ ସକାଳରୁ ତମାମ ଦିନର ବିଭତ୍ସ ଚିତ୍ର ଛାପି ହୋଇଯାଏ ମନରୁ ମନ ସର୍ବତ୍ର ସବୁ ମଣିଷର ମଣିଷପଣିଆକୁ ତାତ୍ସଲ୍ୟ କରି ।
ଶାଶ୍ବତ ପ୍ରେମର ପୁଲକ ଉଚ୍ଛ୍ୱାସେ ହୃଦୟେ ବେପଥୁ ଭରୁ
ସମସ୍ତେ ନୁହନ୍ତି ଏକା ପରି ନେତା କିଛିତ ଅଛନ୍ତି ଆଦର୍ଶବାଦୀ ଜନତାଙ୍କ ହିତେ ଦିନରାତି କାମ କରୁଥାନ୍ତି ପୁଣି ସେବକ ସାଜି ।।
ପ୍ରଜାପତି କହେ ଫୁଲଟି ତୁମେ, ଫୁଲ କହେ ତାର ପାଖୁଡା ତୁମେ, ପାଖୁଡା କହେ ତା ରଙ୍ଗ ତୁମେ, ରଙ୍ଗ କହେ ତାର ସୌନ୍ଦର୍ଯ୍ୟ ତୁମେ ।
ସେଇ ସରୁ ମଚ ମଚ ତେଲ ମଖା ବାଡ଼ିର ସ୍ପର୍ଶ ମାତ୍ରାରେ ଯିଏ ନିଜକୁ ଆକଟ କରିପାରିଛି ସିଏ ଆଜି ମଣିଷ ଭଳି ମଣିଷଟେ ହୋଇ ପାରିଛି ।
ତେଣୁକରି ଜୀବେ ଦେବଙ୍କୁ ଡରି ଜୀବନ ନିର୍ବାହ ଧରମ କରି ।। ଯେବେ ତୁମେ ଏହି ପରି କରିବ ମୃତ୍ୟୁ ପରେ ବଇକୁଣ୍ଠ ଲଭିବ ।।
ମହାଦେବଙ୍କର ଖାଇକି ଏମାନେ ସହଦେବଙ୍କର ଗାଆନ୍ତି ଗୁଣ
ଅଦିନ ବସନ୍ତ ଶିରୀଶ କୋମଳ ଛୁଇଁ ଛୁଇଁ ଯାଅ ମନ ଉଜ୍ଜ୍ୱଳି ଉଠେ ମୁହୂର୍ତ୍ତସବୁ ହେଇ ଆସିଗଲା ଭରା ବିଭବର ସମୃଦ୍ଧି ଅବପାତେ ; ସତ୍ୟ ଦ୍ବାହିରେ ଫାଇଦା ହାସଲାକରି
ତମ ଆଖି ଗୋଟେ ସୁନ୍ଦରବନ କେବେ ଉତ୍ତ୍ୟକ୍ତ ବାଘୁଣୀ
ହେଲେ ଆଜି ବସିଥିଲି ସେଇ ବିଶ୍ୱ ବିଜୟୀ ବୀରଙ୍କ ସେଇ ପ୍ରତିମୂର୍ତ୍ତି ତଳେ ଠିକ୍ ସେଇ ଜାଗାରେ
ଆପଣଙ୍କ ମତାମତ