ସାର୍ବଭୌମତାର "ସ" ଅକ୍ଷର ବୁଝୁ ନ ଥିବା ସାମାଜିକ ଏକତାର ଭକ୍ଷକମାନେ ଆଜି ନିଜେ ନିଜେ ସନାତନର-ରକ୍ଷକ
ସାର୍ବଜନିକ କଥାରେ ମୋର କିଛି ବିଶେଷ ରୁଚି ନାହିଁ
ସିଦ୍ଧମାନଙ୍କ ମତରେ ସଂସାରରେ ମୋକ୍ଷପ୍ରାପ୍ତି ପାଇଁ ଯୋଗ ବ୍ୟତୀତ ଅନ୍ୟ କୌଣସି ଦ୍ୱିତୀୟ ମାର୍ଗ ନାହିଁ ।
ପ୍ରେମ ହିଁ ସମର୍ପଣତା, ଉତ୍ସର୍ଗୀକୃତତା, ନିଃସ୍ୱାର୍ଥପରତା, ସଂଯମତା, କୃତଜ୍ଞତା, ସରଳତା, କୋମଳତା, ମଧୁରତା, ସେଠି ନିଶ୍ଚେ ଅଭାବ ଆତ୍ମୀୟତା ।
ନାଥ ସମ୍ପ୍ରଦାୟ ଗୋଟିଏ ଧର୍ମୀୟ ପନ୍ଥା ହୋଇଥିବାରୁ ଏମାନେ କୌଣସି ଋଷିଙ୍କର ବଂଶଧର ନୁହଁନ୍ତି ।
ମୁଁ ଗୋପୀମାନଙ୍କ ପଛେ ପଛେ ଚାଲିଥାଏ ଯେପରିକି ସେମାନଙ୍କ ଚରଣର ଧୂଳି ଉଡ଼ି ମୋ ଉପରେ ପଡ଼ିବ ଓ ମୁଁ ପବିତ୍ର ହୋଇ ଯିବି ।
ଜ୍ଞାନ ଅର୍ଜନ କଲେ ଶୁଦ୍ରଟି ସ୍ୱତଃ ବୁଦ୍ଧ ବା ବ୍ରାହ୍ମଣରେ ରୂପାନ୍ତରିତ ହୋଇ ଯାଏ ! ଏଥି ପାଇଁ ଜଗତର କୌଣସି ପ୍ରମାଣପତ୍ରର ଲୋଡ଼ା ନାହିଁ !
ଶିଶୁ କନ୍ୟାଟି ପ୍ରତି ସମସ୍ତଙ୍କର ‘ଆହା’ ପଦ ଭିତରେ ଯେ ତା’ର ପିତୃପରିଚୟ, ଜନ୍ମ ସମ୍ବନ୍ଧିତ ପ୍ରଶ୍ନ, ତା’ର ଆକସ୍ମିକତାରେ ଆଗମନୀର ଶୁଭ ବା ଅଶୁଭ ସେଙ୍କତ ଆଦି କୁତ୍ସ...
ଓଡ଼ିଆ ବିଦ୍ୱାନମାନେ ଅଳ୍ପ କଥାରେ ସନ୍ତୁଷ୍ଟ ହୋଇ ଅଧିକ ଅନୁସନ୍ଧାନ କିମ୍ୱା ତଥ୍ୟ ସଂଗ୍ରହ କରି ତାହାର ସଂରକ୍ଷଣ ଦିଗରେ ଆଗଭର ହୋଇ ନାହାନ୍ତି ।
ଏବେ ସାଧାରଣ ବର୍ଜ୍ୟ ବସ୍ତୁ ଅପେକ୍ଷା ଇ - ବର୍ଜ୍ୟବସ୍ତୁ ଏବଂ ପ୍ଲାଷ୍ଟିକ ସମସ୍ୟା ପରିବେଶର ଦ୍ରୁତ ଅବକ୍ଷୟ ପାଇଁ ଦାୟୀ
ଆପଣଙ୍କ ମତାମତ