କାହିଁକି ଭଗ୍ନ ଆଜି ଏ ସମାଜର ରୀତି, ନୀତି; ବିଲୁପ୍ତ ତା'ର ମହତ୍ୱ ସଂଗ୍ରାମୀତ ପୃଥିବୀରେ କିଏ ବୁଝୁଛି ଏ ଭିତ୍ତିର ତତ୍ତ୍ୱ ?
ସବୁବେଳେ ସମୟ ଲେଖେ ଆମ ଜୀବନ ଧାରାର ଚିତ୍ରପଟ ଆମେ ଖାଲି ଅଭିନୟ କରୁ ଭଲ ହେଲେ ହସି ଦେଉ ନ ହେଲେ ମନେ ହୁଏ କଷ୍ଟ ।
ନିବୁଜ ଆଖିର, ପତାଦ୍ୱୟ ମଧ୍ୟରେ ସ୍ପର୍ଶ ପାଇବାକୁ ତା'ର ବ୍ୟାକୁଳତା ମନ ଯାହା ନୀରବ, ନିଶ୍ଚଳ କେବେ
ସପନ ଜଗାଇବାର ଅଭୀପ୍ସା ସପନରେ ହଜିଯାଏ, ଖୁସିରେ ମସ୍ଗୁଲ୍ ହେବାର ନିଶା ଭାବନାରେ ରହିଯାଏ ତଥାପି ବି ମୁହୂର୍ତ୍ତଟିଏ ଆବଶ୍ୟକ ଥାପିବାକୁ ପ୍ରତିଛବି ତା'ର ।
ମଣିଷ ମନଟା କ'ଣ ସତରେ ସବୁବେଳେ ଆକାଂକ୍ଷିତ ସ୍ୱପ୍ନର ଡୋରରେ ବନ୍ଧା
ସେ ଦିନରୁ ସମୟ ତ ଚାଲୁଛି ଅବିରାମ ଭାବେ, କିଏ ବା ଚାଲୁଛି ତା' ସହ ତାଳ ଦେଇ । ତଥାପି ମନକୁ ତା' ବୁଝିବାକୁ ହେବ, ସେ ନିଷ୍ଠୁର...
ତା' ଅସୁମାରି ପକ୍ୱ ଫଳ, ହଜାଏ ପୁଣି ତା' ପ୍ରସ୍ଫୁଟିତ ସୁଗନ୍ଧିତ ପାଖୁଡ଼ା ମଧ୍ୟରେ. . . ମନ ଏକ ସ୍ରୋତସ୍ୱିନୀ ଧାଇଁଥାଏ ଏକମୁହାଁ ହୋଇ
ଶ୍ୱେତବସ୍ତ୍ର ପରିହିତା କେହି ଜଣେ ଶୁଭ୍ରତାର ରଙ୍ଗ ଧରି ସ୍ୱଚ୍ଛତାର ସୁଅରେ ଧାଉଁଛି ପ୍ରେମର ରାଗିଣୀ ଗାଉଛି ।
ଚାରିଆଡ଼ ଅଜବ ଲାଗେ, ମନଟା ଜାଗ୍ରତ ହୋଇ ମଧ୍ୟ ପୁଣି ଶୁପ୍ତ ହୋଇଯା' । ଏଇ ମାୟା ଜାଲ ମଝିରେ ।
ଏଇ କ'ଣ ମୋ ଆକାଂକ୍ଷାର ନୀତି ? ପ୍ରତୀକ୍ଷାର ଯହିଁ ଅନ୍ତ ହୁଏ ନାହିଁ ଏଇ କ'ଣ ସତେ ସେଇ ଚାଲିବାର ରୀତି ? ଯନ୍ତ୍ରଣାର ପଥ ଯହିଁ କେବେ...
ଅତୀତ ବି ଦିନେ ବର୍ତ୍ତମାନ ଥିଲା ପରିଣାମ. . . ତିକ୍ତତାର ସ୍ୱର ନେଇ ବଞ୍ଚିବାଟା ଅସହ୍ୟ ହେଉଥିଲା ତଥାପି. . . ଆଜିଯାଏ ବଞ୍ଚି ରହି ଏ ଶରୀର...
ସକାଳରୁ ସଞ୍ଜଯାଏ ଅନିର୍ଦ୍ଦିଷ୍ଟ ପଥ ଦେଇ ତାକୁ ଘୂରିବାକୁ ହୁଏ ସେଇଥିପାଇଁ ତ କେନ୍ଦ୍ରଟା ତାର ଏପଟ ସେପଟ ହୋଇ ତାକୁ, ଦୋହଲାଉଥାଏ ।
ଅଜବ ପାଲଟିଯାଏ ଏ ସଂସାରଟା ମୋ ଲାଗି ମୁହୂର୍ତ୍ତ ମଧ୍ୟରେ ଏକଡ଼ ସେକଡ଼ ହୋଇ ଝଞ୍ଜାର ବତାସୀଟା ମାଡ଼ିଦିଏ ମୋତେ ଅନ୍ଧାରରେ ।
ପ୍ରହେଳିକାକୁ ଦୂର କରି ନିଜର ସ୍ୱଚ୍ଛତାରେ ସିନା ବାନ୍ଧି ହୁଏ ଦୁନିଆଁକୁ ଅଯଥା ଗରବ କରି କେବଳ ଭାଙ୍ଗି ହୁଏ ଏ ଜଗତକୁ !
କାହିଁକି ଧ୍ୱଂସ ଆଜି ? ଏ ଦେଶର ମହାନତା ପ୍ରତିଠାରେ ଦିଶିଯାଏ ସିନା, ୟା'ର ନଗ୍ନତା !
ଅଧାଗଢ଼ା ପଥର ମୂର୍ତ୍ତିକୁ ଚାହିଁ ଆଖି ବେଳେବେଳେ ବିବ୍ରତ ହୋଇଯାଏ ନିମିଷକେ ଆଶାର ଝଲକ ଲୁଚିଯାଏ, ଅନ୍ଧାରରେ ହଜିଯାଏ ।
ଭଲ ଲାଗେ ସେତେବେଳେ ହଜିଯିବାକୁ ସେଇ ଅତୀତ ସ୍ମୃତିରେ ସତେ ଯେମିତି, ସବୁ ସୁଖ ସପନ, ଆବେଗ ଆଉ ଆଶାକୁ ହଜାଇଛି ମନ ସେଇ ବନାନୀରେ ।
ସତେ ତା'ର ୟା' ଲାଗି ଦୁନିଆଁ ଆଜି ଏକ ଭସାବାଦଲ ।
ମୁଁ ଅସୁମାରୀ ଆଶାର କଳିକା ଫୁଟାଇ ମୋ ଅଗଣାର ଦୁଆର ସଜାଡ଼ି ବସିଛି. . . ହେଲେ. . . ତୁମେ ସ୍ଥିର ହୋଇ ରହିଯାଇଛ. . . ତୁମ...
ଦୁର୍ଯ୍ୟୋଗର ଦୁରାଶାକୁ ବୋଳି ଦେଇ ସୁଯୋଗର ସଜ୍ଜଳତାକୁ ସୂଚାଏ କେହି ସଂଯୋଗ କରିବାକୁ ମଣିଷ ସହ ମଣିଷର ତତ୍ପର ହେଉଥାଏ ସଦା ନିୟତିର ଇଙ୍ଗିତରେ !
କର୍ମକ୍ଳାନ୍ତ ଦିବସର ଶେଷ ପ୍ରହରରେ ଶାନ୍ତିର ସନ୍ଧାନରେ ଅବା ଆଶ୍ରୟର ଅନ୍ୱେଷଣରେ ସମାହିତ ସେଇ ବିହଙ୍ଗଦଳ ଏକତାର ମନ୍ତ୍ର ଗାଇ ଜଗାଇ ଦିଅନ୍ତି ମୋତେ, ସ୍ମରଣ କରାଇ ଦେଇ ବିଶ୍ୱ...
ଅପଯଶ ଅକାରଣେ ଢାଙ୍କି ଦିଏ କାହିଁକି ମୋ ମନକୁ ଅଯଥାରେ ନିନ୍ଦା କାହିଁ ଘାରି ଦିଏ ଏ ଶରୀରକୁ ।
ସପନ ନଉକାରେ ବସି ସରଗକୁ ଛୁଇଁବାକୁ ଚେଷ୍ଟା କର ସପନର ରଙ୍ଗ ନେଇ ମରତକୁ ରଙ୍ଗାୟିତ କର ।
ସମୁଦ୍ରର ପରି ସ୍ୱାଧୀନତା ଆବଶ୍ୟକ ବ୍ୟକ୍ତ କରିବାକୁ ମହତ ଚେତନା ଏ ଜଗତ ବକ୍ଷରେ,
ଜୀବନ- ବ୍ୟଥାର ଅନ୍ୟ ଏକ ନାମ ବେଦନାର ଭିନ୍ନ ଆସ୍ୱାଦନ ବନ୍ଧନର ବିରାଟ ସପନ ବ୍ୟାଧିଗ୍ରସ୍ତ ଯିଏ ନିଜ ପ୍ରତିଟି ଅଙ୍ଗରେ
ଆପଣଙ୍କ ମତାମତ