ବିଶାଳ ଜନସମାଗମ ରେ ଥିବା ଲୋକ କୁ ଆପଣେଇ ନେଲା । ଶେଷରେ ସେ ହିଁ ତାକୁ ଧୋକେବାଜ୍ କହି ଦୂରେଇ ଗଲା ।
ଭସା ବାଦଲ ର ବିକ୍ଷିପ୍ତ ଖଣ୍ଡ କୁ ଚାହିଁ ରହି ପାରେନାହିଁ ତୁମଠାରୁ ପ୍ରିୟା କ୍ଷଣିକ ବିଚ୍ଛେଦ ସହି ରହି ପାରେନାହିଁ ।
ପାର ଯଦି ଦେଖିନିଅ ଥରେ ଅଙ୍କା ଥିବା ସୀମାନ୍ତର ଚିତ୍ରକୁ ମଧୁସାଗରର ମହତପଣିଆକୁ ଆଉ ଛବିଳ ହେନ୍ତାଳର ସବୁଜିମା ସହ ଭିତରକନିକାର ପ୍ରାକୃତିକତାକୁ ।
ଜୀବନରେ...... କିଛି ପାଇବାକୁ ହେଲେ କିଛି ହରାଇବାକୁ ହୁଏ ଜୀବନର ରାସ୍ତା ଅତିକ୍ରମ କରିବା , ଏତେବି ସହଜ ନୁହେଁ ।
ଏମିତି ତ ପାଦ ତଳୁ ଖସି ଯାଏ ମାଟି ତଥାପି ଜାବୋଡି ଧରିବାକୁ ପଡେ ନିଜକୁ ସାଉଁଟି ନେଇ, ଭଗ୍ନତାରୁ ଉଠି ।
ଦିଶେ ନାହିଁ ତୁମ ଖୋଲା ପିଠି ଓଠ ତଳେ ଛୋଟ କଳାଯାଇ ଶୁଭେନାହିଁ ପାଉଁଜିର ଶବ୍ଦ ଆଉ ତୁମ ଖିଲି ଖିଲି ହସ ପାଏ ନାହିଁ ପ୍ରେମ କି ପରଷ...
ଉତ୍ତମ ବନ୍ଧୁଟି ଜୀବନରେ ଥିଲେ ଶାନ୍ତି ହୃଦୟରେ ବସେ ଏହି ସଂସାରରେ ମିଷ୍ଟଭାଷିଜନ ବଚନରେ ଶାନ୍ତି ବିଞ୍ଚେ ।।
ଏବେ ତ ସଂସାର ର ଅମୃତ ପରଶ ବିଷ ପାଲଟିଛି ମାୟାମୟ ମମତାର ଯାଦୁକାରୀ ମାୟାରେ ସବୁ ଓଲଟ ପାଲଟ ହେଉଛି ।
ତୁମେ ଅଛ ମୋ ସମୀପେ ମୁଁ ତୁମ ନୟନେ ନୟନେ ବୁଡି ଯାଇ ମିଶେ ତୁମରି ସ୍ପନ୍ଦନେ ।
ଏଇଟା ହିଁ ସୃଷ୍ଟିର ନିୟମ, ସ୍ଵୟଂ ଉଦାହରଣ ରାଧାକୃଷ୍ଣଙ୍କ ପ୍ରେମ ।
ଆପଣଙ୍କ ମତାମତ