ଭକ୍ତମାନେ ଆତୁଳ ହେଲେଣି, ଶ୍ରୀମନ୍ଦିରର ରତ୍ନ ସିଂହାସନ ବି ଝୁରିଲାଣି, କାହିଁକି ଏମିତି କର ଯେ ତୁମେ।
ଶବ୍ଦ ନାହିଁ ତାକୁ ସଜେଇବା ପାଇଁ, ଭାଷା ନାହିଁ ତାକୁ ବୁଝେଇ କହିବା ପାଇଁ । ପୂର୍ଣ୍ଣ ଭରା ଚାବିକାଠି ଟେ ସେ , ସେ ହେଉଛି ମୋ ମା'...
ଭିଜାଇ ଦିଅ ମୋ ମନ ତଟଦେଶ ଆଗୋ ମୋ ମେଘମାଳା
ମୁଁ ଏମିତି ଏକ ଆଇନା ଟିଏ ପ୍ରତିଫଳନ ବିନା ପ୍ରତିବିମ୍ବ ଦେଖାଏ, ସେହି ପ୍ରତିଛବି ବାରମ୍ବାର ଆଙ୍କୁଥାଏ ଯାହାକୁ ମନ ଖୋଜୁଥାଏ ।
ମାଆ କଥା ମାନେ ଯିଏ ଭଲ ପିଲା ସେହିରେ ତା ସେବାରେ ମନ ଦେଲେ ଯଶ ରହେ ମହୀରେ ।
ପକ୍ଷୀ ବଞ୍ଚେ ନିଜେ ନିଜେ, - ନିଶ୍ଵାସ ନିଏ କୋଳି ସାଉଁଟେ ମନକୁ ମନ ଗୀତ ଗାଏ
ନଉକା ନାୟିକା ହେଲେ ସବୁ ହେବ ଛାରଖାର ନଉକା ନାୟିକା ହେଲେ ନାଉରିଆ ହାରିବ
ବାବାଗିରି ଏକ ବୂଭି ପେସା ବ୍ୟବସାୟ ମଠ, ମନ୍ଦିର, ଆଶ୍ରମ ଗୋଟେ ଗୋଟେ ପୁଣ୍ୟ-ପଣ୍ୟଶାଳା
ସ୍ନେହର ପିତୁଳା କନ୍ୟାଟିକୁ ବାପା କରିଦେଇଥାନ୍ତି ଦାନ, ଝିଅପାଖେ ବସି କାନ୍ଦି କହିଥାନ୍ତି ମା ଲୋ ରଖିବୁ ମୋହରି ମାନ ।
ମତେ ଆଉ କହିବାକୁ ପଡିବନି, କେଦାର ଗୌରୀଙ୍କ କାହାଣୀ ଉଦାହରଣ ଦେବାକୁ ହେବନି ତାଜମହଲର...
ଆପଣଙ୍କ ମତାମତ