ଏ ବରଷ ଗଛ ଆଗାମୀକୁ ନାଇଁ ଜମା ନେଉନହି ଯତ୍ନ ତୁଚ୍ଛାତରେ ଫି ବରଷ କରୁଛ ବୃକ୍ଷ ରୋପଣର ନାଟ
କିନ୍ତୁ ବାସ୍ ଏତିକି ଜାଣିଛି ମୋ ଜୀବନ ନିଶ୍ଚିନ୍ତ ଅନ୍ଧକାରମୟ ତୁମ ବିନା... କେବଳ ତୁମ ବିନା...
କେବେ ସେ ମନେ ଆଣି ଦିଏ, ପ୍ରେମ ଭରା ସାଗର । ଆଉ କେବେ ସେ ଦର ଭାଙ୍ଗ , ଦରଦି ଛାତିରେ କୋହର ପର୍ବତ।
ମଧୁ ଝରୁଥାଏ ସେଇ ବିଜନ ଲଗନେ ମାଗି ନେଉଥିଲି ତୁମକୁ ଈଶ୍ୱରଙ୍କ ବରଦାନେ ରାତି ବିତିଛି ତୁମ ବିହୁନେ
ସ୍ୱାର୍ଥରେ ତିଆରି ହୋଇଛି ଦୁନିଆଁ ସ୍ୱାର୍ଥପର ଏଠି ସବୁ, ତଉଲୁ ଥିବେଟି ସୁନାରୁପା ସଙ୍ଗେ ଯେବେ ଯାଏଁ ଦେଉଥିବୁ !
ନୁହେଁ ତୁ ଅବଳା ନୁହେଁ ତୁ ଦୂର୍ବଳା ତୁହି ଜଗତ ପାଳିନୀ, ଏ ପୁରୁଷ ଜାତି ଭାବୁ ଅଛି ତୋତେ ତାହାର ଅଙ୍କଶାୟିନୀ, ଦୁର୍ଗା-କାଳୀ ବେଶ ଧାରଣ କରିକି ଦାନବେ...
ମୁଁ ନୀରବରେ ହଜିଯା'ନ୍ତି... ତୁମରି ଭିତରେ, ଆଉଥରେ ସପନରେ ହଜିଯା'ନ୍ତେ ଆମେ ଦୁହେଁ ।
ପରସ୍ପର ପ୍ରୀତି ଭରି ରହିଥିଲା କେତେ ସୁମଧୁର କଥା ସପନ ହେଲାଣି ସାଙ୍ଗସାଥି ମେଳ ଭାବି ଲାଗେ ଭାରି ବ୍ୟଥା ।
ନାରୀ ଟିଏ ମୁଁ ନାରୀ ଟିଏ ସେହି ସମାଜର ନାରୀ ଟିଏ।
ଶିଶୁକୁ କିଛି ବିପଦ ପଡ଼ିଲେ କାହାକୁ ଛାଡେନି ସେ ଭଲେ ନିଜର ଅସୁବିଧା ଅନ୍ୟକୁ ଜାଣିବାକୁ ଦିଏନି
ଆପଣଙ୍କ ମତାମତ