କମ୍ୱଳକୁ ବଳିଯାଉଛି ନିଆଁକୁ ବି ଜମା ଡରୁନି ରୋଗ-ବ୍ୟାଧି ଆଉ ବୟସ ସହ ସୁନ୍ଦର ତାଳ ଧରୁଛି କଟକଣା ସବୁକୁ ଯାଉଅଛି ଅଚିରେ ଡେଇଁ ଡେଇଁ ।
ବାଲିର ଟାପୁ ଚହଲା ପାଣି ଚାଷ ଖେତ ହିଡ; କିଛିରେ ତା' ଫରକ ପଡେନା ।।
ଆମେ ଆମଭାଷା ଛାଡ଼ି ଇଂରାଜୀ ଭାଷାକୁ ନେଲୁ ପିତା, ମାତା ଭୁଲି ଡାଡ଼ି, ମମି ଡାକିଲୁ ।୧।।
ହେଉ ଜନଧନ ମୁଦ୍ରାର ଦଉଡ ଶିଶୁ କିଶୋର ତରୁଣ ମେକ୍ ଇନ ଇଣ୍ଡିଆ ମେଡ୍ ଇନ ଇଣ୍ଡିଆ ସବୁଠି ଦର୍କାର ଋଣ ।
ଆବାଳ ବନିତା ଯେତେକ ଗୋପୀକା ସଭିଏଁ ତୋନାମେ ବାଇ ଏକା ରାଧାକିଆଁ କଳଙ୍କର ନିଆଁ ମଥାପାତି ସହୁଥାଇ କାହ୍ନାରେ! ବଂଶୀତୋ ଆଉ ନଦେବି ଜଟିଳା କୁଟିଳା ଶାଶୁଘରେ ଭଲା କେତେ...
ପାରିବେନି କେହି ରୋକି. . . ଲଗାଇଲେ ଯେତେ ବି ସ୍ୱିଡେ଼ାମିଟର । ଚାଲିବା ପଥରେ କରେନା ବିଡ଼ମ୍ୱନା ବିଜ୍ଞାନ ବଳରେ ହୁଏ ମୁଁ ସବୁଠି ଚିହ୍ନା ।
ସତ ତୁ କହଲୋ ମୋବିନା ସାଥିଲୋ କେମିତି କଟେ ତୋ ଦିନ ତୋବିନା ସତେଲୋ ଗୋଟାଏ ମୁହୁର୍ତ୍ତ ବୁଝେନି ମୋହରି ମନ ।
ଭଙ୍ଗା ଭଙ୍ଗା ମନ ତଳେ ବେଶିତ ଦରଦ ଫିକା ଫିକା ଆଶାରେତ ରଙ୍ଗର ବିଭବ ଜୁଆର ଭାଙ୍ଗେ ତ ନିତି ଛାତିର ଆବେଗ ।।
ବରଷା ଗଲାଣି ଶୀତ ଆସିଲାଣି ରୁତୁ ପରେ ରୁତୁ ଖେଳି ହାତ ମୁହଁ ଧୋଇ ଖାଇବାକୁ ବସ ରୋଗ ଆସେ ଭଳିଭଳି
ସ୍ୱପ୍ନ ଭାଙ୍ଗି ଦେଇ ଏକା ଚାଲିଗଲ ଦେଇଥିବା କଥା ଭୁଲି ଜହ୍ନ ତାରା ସଙ୍ଗେ ସରଗରେ ତୁମେ ମନାଉଥିବ ଦୀପାଳି
ଆପଣଙ୍କ ମତାମତ