ଘାସ କଟାଳିର ସ୍ୱପ୍ନପରି ଡହ ଡହ ତାତିଲା ଖରାରେ ଅବୋଲକରା ଗପ ପରି ସବୁ ପ୍ରଶ୍ନର ଉତ୍ତର ନଥାଏ
ଏଠିତ ସମସ୍ତେ ବନ୍ଧା ତମ ଭଲପାଇବାର ଅନନ୍ତ ଡୋରୀରେ ପାପୀ ଠାରୁ ତପୀଯାଏ ରୋଗୀ ଠାରୁ ଭୋଗୀଯାଏ ସବୁରି ତୁଣ୍ଡରେ ତୁମେ ଥାଅ ଓଁ କାର ନାଦରେ ।
ଦ୍ୱନ୍ଦ୍ୱର ଦହନରେ ଆକର୍ଷଣ ବିକର୍ଷଣ ଆକାଶେ ଆଲୁଅର ମହୋତ୍ସବ ତୃଷିତ ତାରାମାନଙ୍କର ।
ଯାହା ପାଣିଟୋପାକ ଥିଲା ଝାଳ ହୋଇ ଝରିଗଲା ବାପାଙ୍କ କପାଳରୁ ବୋଉର ଚିରାଲୁଗା ଏବେ ପାଣି ଜୁଡୁବୁଡୁ ।
ରାବଣ ଛପିଛି ମଠ ମନ୍ଦିରେ, ରାମର ଚାଦର ଘୋଡ଼ି ଭୁଲନା ଭୁଲନା ଛଦ୍ମବେଶେ ତା'ର ନିରୀହା ଅବଳା ନାରୀ, ଭିକ୍ଷା ତାହାର ନିରର୍ଥକ ହେଉ, ଭିକ୍ଷାମୁଣି ଶୂନ୍ୟ ଖାଲି ନହୁଅ...
ମା ତୁମେ କି ଜଡ ପାଲଟିଛ, ନିଜ ହାତେ ନିଜ କନ୍ୟା କୁ ମାରୁଛ ?
ମନ ଆଉ ଦେହ ଭିତରେ ନାହିଁ ଅନ୍ତର କିଛିର ବି ପାଚେରୀ କରିପାରିନି ନିଜକୁ ଦିଫାଳ ।
ଭେଟିଥିବା ଅନେକ ପଦାଧିକାରୀଙ୍କ ଠାରୁ ଅଦେଖା ଅଧିକାରୀ ଯେତେ ପାରଙ୍ଗମ ବେଶୀ କୁହୁକ କଥାର ।
ଓଡିଶାର ଲୋକଙ୍କୁ ଭାବୁଛ ବୋକା କେନ୍ଦ୍ର ମନ୍ତ୍ରୀଙ୍କ ଗାଡିକୁ ମାରୁଛ ଟେକା କହୁଛ କେନ୍ଦ୍ର କରୁଛି ଆମ ସହ ଧୋକା ।
ମନ ହୁଏ ପ୍ରଭୂଙ୍କୁ ମାଗନ୍ତି କି ପଥର ଟି'ଏ କରିଦିଅ, ଜୀବନ ଜୀବନ ଧରି ଚାହିଁ ବସିଥିବି ପଥକୁ; ଅହଲ୍ୟା ପରି ।।
ଆପଣଙ୍କ ମତାମତ