ଦେଇଥିଲି ପାଦ ଯେଉଁ ଆଶା ନେଇ ତୁମ ସେଇ ସହରରେ ସେ ଆଶା ଆଜି ଆଶାରେ ରହିଲା ମୋର ଏଇ ମନ ସିନ୍ଧୁକରେ ।।
ଉଙ୍କିମାରି ମୋ ପୁଅ ଦେଖୁଥିଲା ଉତ୍କଣ୍ଠାରେ ଚକ୍ଷୁ ବିସ୍ମୟ-ବିସ୍ଫାରିତ ବହୁ ଜିଜ୍ଞାସାବାଦ ନେଇ ଏ କ'ଣ ? ରାତାରାତି ଗାଁ ରାସ୍ତା ନାଲିନାଲି ।
ଅଧାଗଢ଼ା ପଥର ମୂର୍ତ୍ତିକୁ ଚାହିଁ ଆଖି ବେଳେବେଳେ ବିବ୍ରତ ହୋଇଯାଏ ନିମିଷକେ ଆଶାର ଝଲକ ଲୁଚିଯାଏ, ଅନ୍ଧାରରେ ହଜିଯାଏ ।
ଆଜି ପୁଣି କାହିଁକି ? ସକାଳ ପହରୁ ରାଉ, ରାଉ ଶନି ଦଶା ଏବେ କି କଟିନି ଦୁର୍ଭାଗ୍ୟର ରାହୁ କି ଆମ ପାଇଁ ?
ଆମେ ଏବେ ବିଜ୍ଞାନକୁ ଜିତୁଛୁ ମାଛକୁ ଡବାରେ ବନ୍ଦ କରିବାକୁ ସେ ମାଛକୁ ମଧୁର ପାଣିରେ ରଖି ନ ଦେବାର ବ୍ୟବସ୍ଥା ଆବିଷ୍କାର କରୁଛୁ
ତୁମେ ଭୁଲାଇଛ କେତେ ଦୁଃଖ କେତେ ଯାତନା ଭରି ଦେଇଅଛ ମନେ ମୋର କେତେ କାମନା ନିଦାଘ ମରୁ ମୋ ଜୀବନ ହୋଇଛି ଯେମିତି ଫଗୁଣ ବନ !
ହାତମୁଠାରେ ଧରି ରଖିବାକୁ ଇନ୍ଦ୍ରଧନୁର ଛବି ଜହ୍ନ ଆଲୁଅରେ କାଶତଣ୍ଡୀ କ୍ଷେତ
ଚାଳଘର ସବୁ ପାତାଳି ହେଇଗଲାପରେ ହଜିଲାଦିନ ସ୍ମୃତି ହେଲା ପରେ ଗପ ହେଇ ରହିଗଲା ଚାଳଘର ରଚନା ଖାତାରେ ଉପକାରିତା କି ଅପକାରିତା କଥା ଲେଖା ହେଇ ରହିଯିବ ।
ପୁଷକୁ ପର ଲାଗିବ ବାପାଙ୍କ କାନ୍ଧରେ ଉହୁଁକି ଥାଉ ନ ଥାଉ ସୂରୁଜ ହାପା ନଇଁଥିବେ କ୍ଷେତରେ ।
ଡରୁଥିଲ ପରା ଜନମ ହୋଇଲେ ମୋ ବୋଝ ନ ପାରିବ ସହି ବଡ ଘର ଦେଖି ବାହା ଦେଲେ ପୁଣି ଜଳୁଥିବ ମୋ ଯୂଈ ।।
ଆପଣଙ୍କ ମତାମତ