ଆମ ସମାଜରେ ଉପରକୁ ଯିବାକୁ ହେଲେ ଇଂରାଜୀ ସ୍କୁଲ ଯିବାକୁ ପଡିବ । ସମୂହ ହିତ ଅପେକ୍ଷ୍ୟା ନିଜ ହିତ କୁ ଆଗରେ ରଖିବାକୁ ପଡିବ । ଆଦର୍ଶରୁ ହଟିବାକୁ...
ପିଲା ଦି'ଜଣ ସମ୍ଭ୍ରାନ୍ତ ପରିବାରର ଜଣା ପଡୁଥିଲେ ହେଁ ଏ ବୟସରେ ପୁଣି ରେଳ ଷ୍ଟେସନ୍ରେ ଫୁଲ ବିକ୍ରୟ କରିବା ଦେଖି ତାଙ୍କୁ ଆଶ୍ଚର୍ଯ୍ୟ ଲାଗିଲା
ଲୋଭ ଉପରେ ନିୟନ୍ତ୍ରଣ ପାଇବା ମୋ ଭଳିଆ ସାଧାରଣ ମଣିଷ ପାଇଁ ସମ୍ଭବ ନୁହେଁ । ଆଉ କିଛି ସମୟ ରହିଲେ ହୁଏତ ମୋର ମନ ପରିବର୍ତ୍ତନ ହେଇ ଯାଇପାରେ...
ବୋହୂ କହୁଥିଲା ଟଙ୍କା ବାକି ଅଛି ବୋଲି ସବୁଦିନ ମାଗିବାକୁ ଆସୁଛି, ହେଲେ ! ବୁଲୁଆ ସହିତ ତା' ବୋହୂର ଚୋରା ପୀରତି ଚାଲିଛି ଏ କଥା ବୁଢୀକୁ ଅଛପା...
ମୁଁ ପାରୁନି ରେ ରାଜା ପାରୁନି ଜମା । ଯେତେ ଦୃଢ଼ ହେଲେ ବି କୋହର ବନ୍ୟାରେ ଭାସିଯାଉଛି ମୋର ଧୈର୍ଯ୍ୟର ସିମେଣ୍ଟ ବନ୍ଧ ।
ପୁଣି ଟଙ୍କାଗୁଡିକ ଅନ୍ଲାଇନ୍ ମାଧ୍ୟମରେ କଟିଛି । ସେ ତ ଏଇ ଆଠ ଦିନ ମଧ୍ୟରେ କିଛି କରି ନାହାନ୍ତି, ତା ହେଲେ କାମଟା କଲା କିଏ ?
ଆଜିକାଲି ଯୋଉଁ ଯୁଗ ହେଲାଣି, ଲୋକମାନେ ଏକାଧିକ ଝିଅମାନଙ୍କ ସହ ସମ୍ପର୍କ ରଖୁଛନ୍ତି । ସଫଟ୍ୱେୟାର୍ ଇଞ୍ଜିନିୟର୍ମାନେ ଏ କାମରେ ଆଗୁଆ । କାହାକୁ ବା ବିଶ୍ୱାସ ଅଛି ।
ଅଶ୍ୱିନୀ ରାୟ, ରିଟାୟାଡ୍ ଆଏସ୍ ପୁଣି ଛୋଟ ପିଲାଙ୍କ ସଙ୍ଗେ ଗୁଡ଼ି ଉଡ଼ାଉଛନ୍ତି ! ! ତାଙ୍କ ଚାରିପଟେ ସମସ୍ତଙ୍କର ପ୍ରଶ୍ନିଳ ଆଖି ।
ଓଃ. . . ଭଦ୍ରମହିଳା ତେବେ ଉପକୂଳବର୍ତ୍ତୀ ଅଞ୍ଚଳର । କର୍ପରେସନ୍ରେ କାର୍ଯ୍ୟ କରନ୍ତି । ଆଜି ଫେରୁଥିବେ ଘରୁ । ରାସ୍ତା କ୍ରସ୍ କରୁ କରୁ ଦୁର୍ଘଟଣା ।...
ହେ କ୍ରୁରା ନାରୀ, ଏବେ ତୁମେ ଏକା ସାଙ୍ଗରେ ତିନୋଟି ମୃତ୍ୟୁକୁ ଅବଲୋକନ କରି ପ୍ରସନ୍ନ ହୁଅ ।
ଆପଣଙ୍କ ମତାମତ