ସେଗୁଡ଼ିକରେ ଲାଗିଥିଲା ଟୋପା ଟୋପା ରକ୍ତ । କେତେବେଳେ ତା' ଆଖିରେ ନିଦ ଆସିଯାଇଛି ସେ ଜାଣେ ନାହିଁ । ନିଦ ଭାଙ୍ଗିଲାବେଳକୁ ଦେଖିଲା ତା' ପାଖରେ ମାୟାଦେଈ ବସିଛି...
ମଣିଷର ପ୍ରକୃତି ହେଲା ସେ କେବଳ ନିଜ ଉନ୍ନତିରେ ସନ୍ତୁଷ୍ଟ ହୁଏ ନାହିଁଷ ଅନ୍ୟର ପତନ ଚାହେଁ ଓ ସେହି ପତନକୁ ହିଁ ନିଜର ଉନ୍ନତିର ସିଡ଼ି ବୋଲି ଭାବେ...
ଅଫିସର ତ ତାଙ୍କ ପ୍ରତି କୌଣସି ଖରାପ ବ୍ୟବହାର କରି ନାହାନ୍ତି କି ଆମ୍ଭେମାନେ ତାଙ୍କୁ କୌଣସି ଅସମ୍ମାନ କରିନାହୁଁ । ଏ ଉଦ୍ଭଟ୍ଟ ଧାରଣା ତାଙ୍କ ମୁଣ୍ଡକୁ ଆସିଲା...
ତୁମେ ସୁନ୍ଦରୀ ରୂପବତୀ ତରୁଣୀ । ତୁମ ଭିତରେ ସୌନ୍ଦର୍ଯ୍ୟ ପ୍ରତି, ଯୌବନ ପ୍ରତି ଆକର୍ଷଣ ତୀବ୍ର ହେବା ସ୍ୱାଭାବିକ । ତୁମ ଭିତରେ କାମତୃଷ୍ଣା ତୁମକୁ ଅସ୍ଥିର କରୁଥିବ...
ମେଘା ରୋଷେଇ ଘରକୁ ଗଲା, ଟିଣ ଡବା ମଝିରୁ କାଗଜରେ ଗୁଡ଼ା ହେଇଥିବା ଭଜା ମାଂସଖଣ୍ଡଗୁଡ଼ିକୁ ଏକ ପଲିଥିନ୍ରେ ଭର୍ତ୍ତି କରି ଘରର ପଛପଟ ଗେଟ୍ ଦେଇ ବାହାରକୁ ଯିବାକୁ...
ମୋ ମନଟା ବିଲ୍କୁଲ୍ ବୁଝେନି ମନକୁ ମନ ସ୍ଥିର କଲେ ଏଥର ନ ହେଲେ କ'ଣ ହେଲା ଆରଥରକୁ ନିଶ୍ଚୟ ବାପାଙ୍କୁ ମନେଇବି । ଛୋଟ ପିଲାଟେ ହେଲେବି ମୁଁ...
ମାରାତ୍ମକ ହବନି । ଏବେ ତ ସବୁଥିରେ ବିଷ, ଖାଇବା ପିଇବା ଜିନିଷ କଥା ଛାଡ଼, ଏବେ ତ ମଣିଷର କଥା କଥାକେ ବିଷ । ସବୁ କିଛି ଭେଜାଲ୍...
ସୋଫାର ଆର ମୁଣ୍ଡରେ ପଡ଼ିଥିବା ଗାମୁଛାରେ ଝାଳ ପୋଛି ନିଜକୁ ପ୍ରସ୍ତୁତ କରୁଥିଲେ ବେଡ୍ରୁମ୍ ପର୍ଯ୍ୟନ୍ତ ଯିବା ପାଇଁ ।
ଏ ପୃଥିବୀ ବଡ଼ ବିଚିତ୍ର ମିତ୍ରା । ମଣିଷ ମନର ଦୁଃଖ ଆଉ ସୁଖ ଏକ ଅବୋଧ୍ୟ କବିତାର ଶିରୋନାମା । ଜୀବନଟା ଏକ ତ୍ରିକୋଣମିତି ।
ଗଙ୍ଗାଜଳ ଦେଉ ଦେଉ, ତାଙ୍କ ଆଖିରୁ ଦୁଇବିନ୍ଦୁ ଲୁହ ଧରି, ବିଧୁବାବୁଙ୍କ ଆଁ ଭିତରେ ପଡ଼ିଗଲା । ସେହି ଲୁହ ରସରେ କି ଯେ ଜୀବନୀ ଶକ୍ତି ଥିଲା. ....
ଆପଣଙ୍କ ମତାମତ