ଆଧୁନିକ ଯୁଗରେ ହୋଇଛୁ ଅନ୍ଧ ଶୁଣି ପାରୁ ନାହିଁ ମୋ ହୃଦୟ ର କାନ୍ଦ ।
ଢଳ ଢଳ ଆଖିରେ ତମର ଲୁହ ଲୁଚେଇବାର ଚେଷ୍ଟା ମନେ ପଡ଼େ
ଫିଟିଯାଏ କୋହ ଓ ମୋହର ପୃଥିବୀରୁ କ୍ଷଣିକ ଆଶ୍ଵସ୍ତିରେ ବହୁଦୂର ପଥ
ତୁମେ ବୁଝିଯାଆନ୍ତ କି, ଆଖିରେ ଆଖିଏ ସ୍ବପ୍ନ ର ମାନେ ମୋ ହାତରେ ତୁମ ନାଁ ଚି଼ହ୍ନ ର ମାନେ ।
ଟ୍ରାଫିକ୍ର ନାଲି, ସବୁଜ ଓ କମଳା ସଙ୍କେତ ଭିତରୁ ଖୋଜୁଥିଲି ତୋ ଦେହର ରଙ୍ଗ।
ପ୍ରଜାପତି ଉଡି ଆସେ ପାଇ ଅନେକ ରଙ୍ଗ ଆଉ ସୁଗନ୍ଧିତ ରସ
ପାରିଜାତ ଦେଖି ଲୋଭ ବଢିଲା ତାଙ୍କର ସେହି ସ୍ଥାନେ ଯିବା ପାଇଁ ପକ୍ଷୀରାଜ କୁ ଦେଲେ ସେ ଆଦେଶ
ତୁମ ପାଇଁ ଦିନ ଟିଏ, ତୁମ ପାଇଁ କ୍ଷଣ ଟିଏ, ଦେଇ ପାରିଲିନି, ଭାବୁଛି, କ୍ଷମା ଦେବ ଋଣୀ ଟିଏ ଭାବି ।।
କପାଳେ ଚନ୍ଦନ ବିନ୍ଦୁ ମଥାରେ ସିନ୍ଦୁର ଗଳାରେ ଲମ୍ବାଇଦେବି ମନ୍ଦାରର ହାର ।
ଝରିଯିବା ତ ନିୟତି । ନିୟତିକୁ ଟାଳି ନ ପାରିବାର ଅସହାୟତା ବି ଆପଣେଇ ପାରେନି, ବୁଝେଇ ପାରେନି ଏ ଭୟକୁ । ସବୁ କିଛି ଅଟକି ଯାଆନ୍ତା କି,...
ଆପଣଙ୍କ ମତାମତ