ମୋହର କୋଳେ ଏ ଜନତା
ସଭିଙ୍କ ପାଇଁ ମୋ ମମତା ।
ମମତା ମୂଲ୍ୟ ବୁଝେନା ମଣିଷ
ବୁଝେନା ମାଟି ମାଆର ଆଶିଷ ।
ଆଧୁନିକ ଯୁଗରେ ହୋଇଛୁ ଅନ୍ଧ
ଶୁଣି ପାରୁ ନାହିଁ ମୋ ହୃଦୟ ର କାନ୍ଦ ।
ମୋହର ଅଙ୍ଗକୁ କାଟି କଲୁ ପଥର
ପଥର ହୋଇ କି ପାରେ ନିଃଶ୍ୱାସ ତୋର
ପଥର ହୋଇ କି ପାରେ ନିଃଶ୍ୱାସ ତୋର ।
ଆଧୁନିକ ଯୁଗରେ ହୋଇଛୁ ଅନ୍ଧ
ଶୁଣି ପାରୁ ନାହିଁ ମୋ ହୃଦୟ ର କାନ୍ଦ ।
ମୋହର କୋଳେ ଏ ଜନତା
ସଭିଙ୍କ ପାଇଁ ମୋ ମମତା ।
ମମତା ମୂଲ୍ୟ ବୁଝେନା ମଣିଷ
ବୁଝେନା ମାଟି ମାଆର ଆଶିଷ ।
ଆଧୁନିକ ଯୁଗରେ ହୋଇଛୁ ଅନ୍ଧ
ଶୁଣି ପାରୁ ନାହିଁ ମୋ ହୃଦୟ ର କାନ୍ଦ ।
ମୋହର ଅଙ୍ଗକୁ କାଟି କଲୁ ପଥର
ପଥର ହୋଇ କି ପାରେ ନିଃଶ୍ୱାସ ତୋର
ପଥର ହୋଇ କି ପାରେ ନିଃଶ୍ୱାସ ତୋର ।