ରଙ୍ଗାରେ ! ଗୋଟାଏ ଜାଗାରେ ବାଦାମ ବିହନ ବୁଣିଚାଲିଚୁ । ତୋଫାନ୍ ତୁହାଏ ଆସିଛି ଯଦି, ନଇଁ ପଡୁନୁ । ଛୁଇଁ ଛୁଇଁ ଭାସିଯିବ । ଜେଜେ କହୁଥାନ୍ତି ।...
ପଟ୍ଟଚିତ୍ର ସବୁ, ନିଜ ଉଦାର ପଣରେ, ଆଉ ମଣିଷପଣିଆର ଦିବ୍ୟ ସ୍ପର୍ଶ ଦେଇ, ଆପଣାର କରିନେବା ପାଇଁ ।
ବସିଲେ ତାକୁ କହନ୍ତି- "ଉଇ ହୁଙ୍କା", ଶୋଇଲେ କହନ୍ତି- "ଢିଙ୍କି", ଠିଆ ହେଲେ କହନ୍ତି- "ସ୍ୱର୍ଗ ନିଶୁଣି" । ସେ କଥାଟି ନ କହି ତୁନି ହୋଇ ସବୁ ଶୁଣେ...
ଗାରର ଗରିଷ୍ଠ ଗାରିମାରେ ଗରୀୟାନ୍ ଏ ମାଟି ଏ ମୋହ ମମତା ମୋହର ମହାନତାରେ ମାର୍ମିକ ମଣିଷର ମନ ମିଜାଜ ବିବିଧ, ବିଚ୍ଛିନ୍ନତା, ବିବିଧାୟନରେ ବାରିହୁଏ ବାହସ୍ପଟ ବରିଷ୍ଠ ବିଶ୍ୱାସ...
ଖରା, ବର୍ଷା, କାକର ଧୂଳି, ମାଟି, ରାସ୍ତାର ଗୋବର ଏ ସବୁଠୁ ବଞ୍ଚାଇବାର ସାମର୍ଥ୍ୟ ଥାଏ ଏକ ବାପାର
ଅଜାଣତରେ ସେ ଟଙ୍କା କେଉଁଠି ହଜେଇ ଦେଇଛନ୍ତି । କାନନ ଟିକେ ବ୍ୟସ୍ତ ହେଲେ, ଅଥଚ ଦାସବାବୁ ପୂର୍ବପରି ନିର୍ବିକାର ଥିଲେ ।
ରାଜୀବ ମୋ ବୋଲ ମାନେ ନାହିଁ, ଦିନଯାକ ଗାଁ ଟୋକାଙ୍କ ସାଙ୍ଗରେ ଦାଣ୍ଡରେ ବୁଲୁଥାଏ । ତାକୁ ସାଙ୍ଗରେ ଘେନି ଯାଅ । ରାଜୀବକୁ କଲିକତା ଘେନିଯାଇ କାମ ଶିଖାଇବା...
ଆମ ଲୋକଙ୍କ ସମ୍ପର୍କ ଭଲ ଅଛି ମାନେ କ୍ଷୀରନୀର ପରି । କାହାକୁ କୋଉ କଥା ଲୁଚାଇ ରଖନ୍ତି ନାଇଁ । ଭଲ ସମ୍ପର୍କ ନାଇଁମାନେ ଜଣକର ଛାଇ ପଡ଼ିଲେ...
ସେ ଯଦି ଜଣେ ସୁଖୀ ଲୋକର ଜାମା ପିନ୍ଧି ପାରିବେ, ତା'ହେଲେ ସେ ସୁଖୀ ହେବେ ।
ସବୁଠାରୁ ବଡ଼ ଦୁଃଖର କଥା ହେଉଛି, ସମ୍ୱାଦପତ୍ର ଛାପିବା ଏବେ ଏକ ଲାଭଜନକ ବ୍ୟବସାୟ କ୍ଷେତ୍ର ହୋଇଯାଇଛି । ଆର୍ଥିକ ଲାଭ ନିର୍ଭର କରୁଛି ବିଜ୍ଞାପନ ଉପରେ ଓ ବିଜ୍ଞାପନର...
ଆପଣଙ୍କ ମତାମତ