ତୋ ଚେନାଏ ରାବରେ ବଢ଼ିଯାଏ ପବନରେ ତାତି ପଚାଶ ଡିଗ୍ରୀ ଉତ୍ତାପ ଚହଲିଗଲେ ତୋ ପର ଲହରୀ ଭାଙ୍ଗୁଚି ଝାଞ୍ଜି କବି ହେଉଚି ଚନ୍ଦା ଠିକ୍ ମାଟି ପରି !
ତଥାପି ଚାଷୀ ମରେନା ସବାଶେଷ ଦୁଃଖ ପାଇଁ ତପସ୍ୟାରେ ଥାଏ !
ଆପଣା ଛାଏଁ ଗଢ଼ିହେଲା ଘର ନିଜ, ବାହାରଟା ପର !
ଏତେ ଅଲୋଡା ଯେବେ, କନ୍ୟାଟିଏ ହେବ । ପୁତ୍ର ପାଇଁ ମାଆ, କୁଳପାଇଁ ବଧୂ କାହୁଁ ଆସିବ?
ତୁମ ପାଇଁ… ମୁଁ ଆଜି ଅଜଣା ପଥିକଟିଏ ପାସୋରା ସ୍ୱପ୍ନର ଘଟଣାଟିଏ ଅତୀତର ଠିକଣାହଜା ଚିଠିଟିଏ ଭବିଷ୍ୟତର ଅଟ୍ଟହାସ୍ୟର ଆଲୋଚନାଟିଏ ।
ମୋ ଜୀବ ଜୀବନ ତୁହି ନୟନ ବିନ୍ଦିଆ, ତୋ ବିନା ବଞ୍ଚିକି ହେବ କହରେ ଗାନ୍ଧିଆ । ମୋ କଳାଧନରେ ।
ଯାହା ଶିଖିଥିଲି ଏ ଯାଏଁ ଜୀବନେ ଓଲଟା ହେଲାଣି ସବୁ ନୁଆ କରି ମତେ ଶିଖିବାକୁ ହେବ ସମାଜରେ ଚଳିବାକୁ ମୁଣ୍ଡ ଘୂରିଲାଣି ମୋହରି ଦିଗରେ ଆଖି ବୁଲିଲାଣି ମୋହରି...
କଳ୍ପନା ଗୋ, ଲୋକ ମନର କଳ୍ପନା ତୁମେ..... ରାଜଜେମା ତୁମେ କଳ୍ପନା ରାଇଜେ କଥା ଅଳସ ଭାଙ୍ଗେ ତୁମ, ଆଖି ନଇଁଯାଏ ଲାଜେ ଲୁପ୍ତ ନଗରୀର ନବବଧୁ ସାଜି ପ୍ରତିଧ୍ୱନି...
ଚାଟଶାଳୀ ଚାଟରୁ ବିଶ୍ୱବିଦ୍ୟାଳୟ ଯାଏଁ କେତେ ଯେ ସାଙ୍ଗ ସାଥି ହିସାବ ରଖି ନାହିଁ ସମୟଟା ଆଜି ଏମିତିକା ସବୁ କିଛି ଯେ ଫିକା ଫିକା ଚାଲୁଛି ଆଜି ମୁଁ...
ଘରଣୀ ତୁମର ଲକ୍ଷ୍ମୀ ଠାକୁରାଣୀ ଅଭାବଟି ଜଣା ନାହିଁ ଜୀବନସାଥୀ ମୋ ପାର୍ବତୀ ବିଚାରୀ ଫଟା ପାଉଲାଟେ ନାହିଁ । ଷାଠିଏ ପଉଟି ଖାଉଛ ନିଇତି ସରପୁଳି ଛେନାପୋଡ ବେଲପତ୍ର...
ଆପଣଙ୍କ ମତାମତ