ଏ କଥା ମୁଁ କହୁନାହିଁ କରି ଯୋଖାଯୋଖି, କହୁଛି ଏକଥା ଯାହା ଦେଖିଅଛି ମୋର ଦୁଇ ଆଖି ।
ମନର ସେ ନୀଳଢେଉ ବେଳା ଭୁଲିଯିବ ଅଭୁଲା ପାଦ ଚିହ୍ନକୁ ଝଡ଼ ଶୋଷି ନେବ ସଜଡ଼ା ସ୍ନେହରେ କାଳେ ଲାଗିବ ଡହକ ।।
ବଞ୍ଚାଇବା କଠିନ ସାଜୁଛି, ବଞ୍ଚିବା ବି ସେ ପାଇଁ ମନ ଓ ବିବେକ ଖେଳନ୍ତି ଲୁଚକାଳି ଖେଳ ।
ଯେତିକି ରଖିଛ ସବୁ କଳା ଟଙ୍କାର ଗଦା, ମୋଦି ଛେଚିବେ ତୁମ ପିଠିରେ ରସୁଣ ଅଦା ।
ହେଲେ ଓଡିଶାର ରୂପ ଏବେ ଏପରି ଯୁବକଙ୍କୁ ମିଳୁ ନାହିଁ ଏଠି ଖଣ୍ଡେ ଚାକିରୀ, ରାସ୍ତା କଡରେ ବୁଲନ୍ତି ମାଳ ମାଳ ଭିକାରୀ ତଥାପି ତୁମକୁ କରନ୍ତି ଶାସନର ଅଧିକାରୀ...
ସବୁ ଥାଇ ତୁ ନ ଥିଲେ ମୋର କିଛି ନାହିଁ କିଛି ନ ଥାଇ ତୁ ଥିଲେ ମୋର କିଛି ଲୋଡ଼ା ନାହିଁ ।।
ଇଚ୍ଛା ହୁଏ ... ତୁମର ସବୁ କଷ୍ଟ, ଯନ୍ତ୍ରଣାକୁ ଆବୋରି ନେଇ ତୁମକୁ ପ୍ରାଣ ଭରି ଭଲ ପାଇବାକୁ ...
ନିବିଡ ତୁମର ବାହୁ ବନ୍ଧନ, ମଧୁର ତୁମର ଚାପା ଗୁଞ୍ଜରଣ, ଚୁପି ଚୁପି ତୁମ ପୀରତି କଥା । ମରମ କୁ ମୋର ଛୁଇଁ ଯାଏ ଯେବେ ହରି ନିଏ...
କଦବା କେମିତି ପ୍ରତୀକ୍ଷିତ ମୁହୁର୍ତ୍ତଟି ବାଟବଣା ହୋଇଯାଏ, କେବେ ପ୍ରତୀକ୍ଷା କ୍ଷଣକରେ ସରିଯାଏ, କେବେ ଅବା ଏତେ ଲମ୍ବା ହୁଏ, ଗୋଟିଏ ଜୀବନ ବି କମ୍ ପଡିଯାଏ ।
ଭୁଲିଗଲ ତୁମେ । ଏକାନ୍ତରେ ହୋଇ ବାଲ୍କୋନିରେ ଠିଆ, ଦେଖିବାକୁ ଅନନ୍ତ ଆକାଶ ଟିକି ଟିକି ତାରା ।
ଆପଣଙ୍କ ମତାମତ