ଏଇ କ'ଣ ମୋ ଆକାଂକ୍ଷାର ନୀତି ? ପ୍ରତୀକ୍ଷାର ଯହିଁ ଅନ୍ତ ହୁଏ ନାହିଁ ଏଇ କ'ଣ ସତେ ସେଇ ଚାଲିବାର ରୀତି ? ଯନ୍ତ୍ରଣାର ପଥ ଯହିଁ କେବେ...
ସତସତିକା ଡଙ୍ଗା ହୋଇ ଛୁଟେ- ଗାଁ ଗୋହିରୀ, ତଳମାଳ ଓ ରାସ୍ତା ଘାଟ । ଆଖି ପାଉନଥିବା ପାଣି କାତ ଠିକୁନଥିବା ନଈ କେଉଁଠି ବିଲୁଆଖାଇ ତ କେଉଁଠି
ଏକଥା ସିଏ ଦଶବର୍ଷ ପୂର୍ବେ କହିଥିଲା ଆଜି ସେ ବାରମ୍ୱାର କହୁଛି ମତେ ଯନ୍ତ୍ରଣା ହେଉଛି ଏହା ସେ ବହୁସମୟ ଧରି ବନେଇ ଚୁନେଇ କହୁଛି
ନ ମାଗିଲେ କେବେ ମିଳିଥାଏ ସୁଖ ସେନେହ କେବେ ପୁଣି ମିଳେ ଛଳନାର ବିଷବଳୟ କାହିଁକି ଏମିତି ହୁଏ ଆଜିଯାଏ କେହି ବୁଝିନାହିଁ ।
ଜମା ହୁଏ ପାକଲା ପତର, ବର୍ଷା ଛିଟା ଖୋଲିଦିଏ ତା' ଛାତି ତଳେ ଲୁଚିଥିବା ବାରବାଟୀ ଦୁର୍ଗର ହଜିଲା ପଥର,
ତପ୍ତ ଶରଶଯ୍ୟା ଜୀବନର ସାମ୍ନା ରାସ୍ତା କେତେ ପାଖାପାଖି ଅଥଚ କେମିତି ଫାଙ୍କା କାହିଁ କେଉଁଠିତ ସ୍ୱରଟିଏ ଶୁଭୁନାହିଁ ଅପ୍ରାକୃତିକ ଭାରି ଶବ୍ଦଟିଏ
ଆପଣାର କରିନେବା ଆଗୁ ମୋ ବଗିଚାର ପେନ୍ଥା ପେନ୍ଥା ବହଳ ହଳଦୀ ରଙ୍ଗ
ଆଦ୍ୟ ବସନ୍ତକୁ ହଜେଇ ଦେଲେ ଆମ୍ୱତୋଟାରେ ବାକିତକ ଜେଜେମା' ପଣତରେ
ପିଲାଦିନ କଥା ପଡ଼ିଲେ ପୁରୁଣା କଥାର ପେଡ଼ି ଖୋଲି ମୋ ଆଗରେ ଠିଆ ହୁଏ ଭୋକର ବ୍ରହ୍ମରାକ୍ଷସ ।
ସେଇ ବିଶ୍ୱାସରେ ମହକିତ କରି ସାରିଛି ଧାଇଁବାର ଅନିଶ୍ୱାସୀପଣ ପ୍ରତିଦ୍ୱନ୍ଦୀ ନୁହେଁ ନିଜ ସ' ନିଜର ପ୍ରତିଯୋଗିତାରେ ଅହରହ ମୁଖର ମିଳନ ।
ଆପଣଙ୍କ ମତାମତ