ବିବସିତା ପ୍ରକୃତିର କ୍ରୋଧାଗ୍ନିରେ ଜଳୁଥିଲେ ହିମାଦ୍ରିର ବାଟ ଭାଙ୍ଗି ବହିଯାଇଥିବା ସହସ୍ର ସହସ୍ର ଶାନ୍ତସ୍ନିଗ୍ଧ ସୁଶୀତଳ ନଦ, ନଦୀ ଆଉ ନିର୍ଝରିଣୀ, ପାଣି ବଦଳରେ ସେମାନେ ଢାଳୁଥିଲେ ବିଶ୍ୱ ଉଷ୍ମତାର...
ସୂର୍ଯ୍ୟତେଜ ସହ ତା'ର କ୍ଷୁଦ୍ର ଜ୍ୟୋତିକୁ ତୁଳନା ପାଇଁ ତା'ର ସମୟ ନାହିଁ. . . ସୃଷ୍ଟିପାଇଁ ତା'ର କର୍ତ୍ତବ୍ୟ କରିବାର
ଇତିହାସ ତୁମର ଅତି ଉଚ୍ଚକୋଟୀର ସମର୍ପଣ, ସମାନତା, ତ୍ୟାଗର ଦୃଷ୍ଟାନ୍ତ ସାମର୍ଥ୍ୟ ଝଲସେ କଳିଙ୍ଗପୁତ୍ରର ସ୍ୱର୍ଗର ଅପ୍ସରୀକୁ ଆଙ୍କିଲ ପଥରେ ବାଳୁତ ଧର୍ମପଦ ଥିଲା ଯେ ସାଥୀରେ ପ୍ରାଣ ଦେଇ...
ଚକ୍ମକ୍ କାନ୍ଥ ବାଡ଼ ଝଲସି ଯାଉଛି ଆଖି ଦେଖା ନ ଯିବାକୁ ତା' ଦେହରେ ଲୁଚିଥିବା ଛଳନା କି ଅହଂକାର ।
ଅତୀତ ବି ଦିନେ ବର୍ତ୍ତମାନ ଥିଲା ପରିଣାମ. . . ତିକ୍ତତାର ସ୍ୱର ନେଇ ବଞ୍ଚିବାଟା ଅସହ୍ୟ ହେଉଥିଲା ତଥାପି. . . ଆଜିଯାଏ ବଞ୍ଚି ରହି ଏ ଶରୀର...
ତା' ପାଇଁ ସିଂହାସନ ଯାହା ମାଟିଗଦା ତାହା ବିଚରା ଭୋଜରାଜର ସମସ୍ତ ପିପାସା
ଏଇ ଅନୁଭବଟି ଆସିଛି କାମରେ ମଗ୍ନ ରହି ସଭିଁଙ୍କଠୁ ଦୁଃଖ ଛୁପାଇବାରେ
ପୋଛି ନେଲା ମଥାରୁ ସିନ୍ଦୂରର ବିନ୍ଦୁ କୁନି କୁନି ଓଠରୁ ହସ ଲିଭିଗଲା ଘରେ ଘରେ ଜଳିଲାନି ଚୁଲି ମଶାଣିରେ ମଣିଷର ଜୁଇ ଜଳୁଥିଲା ।
ଘାସ କଟାଳିର ସ୍ୱପ୍ନପରି ଡହ ଡହ ତାତିଲା ଖରାରେ ଅବୋଲକରା ଗପ ପରି ସବୁ ପ୍ରଶ୍ନର ଉତ୍ତର ନଥାଏ
ଏଠିତ ସମସ୍ତେ ବନ୍ଧା ତମ ଭଲପାଇବାର ଅନନ୍ତ ଡୋରୀରେ ପାପୀ ଠାରୁ ତପୀଯାଏ ରୋଗୀ ଠାରୁ ଭୋଗୀଯାଏ ସବୁରି ତୁଣ୍ଡରେ ତୁମେ ଥାଅ ଓଁ କାର ନାଦରେ ।
ଆପଣଙ୍କ ମତାମତ