ତପ୍ତ ଶରଶଯ୍ୟା ଜୀବନର ସାମ୍ନା ରାସ୍ତା କେତେ ପାଖାପାଖି ଅଥଚ କେମିତି ଫାଙ୍କା କାହିଁ କେଉଁଠିତ ସ୍ୱରଟିଏ ଶୁଭୁନାହିଁ ଅପ୍ରାକୃତିକ ଭାରି ଶବ୍ଦଟିଏ
ଆପଣାର କରିନେବା ଆଗୁ ମୋ ବଗିଚାର ପେନ୍ଥା ପେନ୍ଥା ବହଳ ହଳଦୀ ରଙ୍ଗ
ଆଦ୍ୟ ବସନ୍ତକୁ ହଜେଇ ଦେଲେ ଆମ୍ୱତୋଟାରେ ବାକିତକ ଜେଜେମା' ପଣତରେ
ପିଲାଦିନ କଥା ପଡ଼ିଲେ ପୁରୁଣା କଥାର ପେଡ଼ି ଖୋଲି ମୋ ଆଗରେ ଠିଆ ହୁଏ ଭୋକର ବ୍ରହ୍ମରାକ୍ଷସ ।
ସେଇ ବିଶ୍ୱାସରେ ମହକିତ କରି ସାରିଛି ଧାଇଁବାର ଅନିଶ୍ୱାସୀପଣ ପ୍ରତିଦ୍ୱନ୍ଦୀ ନୁହେଁ ନିଜ ସ' ନିଜର ପ୍ରତିଯୋଗିତାରେ ଅହରହ ମୁଖର ମିଳନ ।
ଏ କଥା ମୁଁ କହୁନାହିଁ କରି ଯୋଖାଯୋଖି, କହୁଛି ଏକଥା ଯାହା ଦେଖିଅଛି ମୋର ଦୁଇ ଆଖି ।
ମନର ସେ ନୀଳଢେଉ ବେଳା ଭୁଲିଯିବ ଅଭୁଲା ପାଦ ଚିହ୍ନକୁ ଝଡ଼ ଶୋଷି ନେବ ସଜଡ଼ା ସ୍ନେହରେ କାଳେ ଲାଗିବ ଡହକ ।।
ବଞ୍ଚାଇବା କଠିନ ସାଜୁଛି, ବଞ୍ଚିବା ବି ସେ ପାଇଁ ମନ ଓ ବିବେକ ଖେଳନ୍ତି ଲୁଚକାଳି ଖେଳ ।
ଯେତିକି ରଖିଛ ସବୁ କଳା ଟଙ୍କାର ଗଦା, ମୋଦି ଛେଚିବେ ତୁମ ପିଠିରେ ରସୁଣ ଅଦା ।
ହେଲେ ଓଡିଶାର ରୂପ ଏବେ ଏପରି ଯୁବକଙ୍କୁ ମିଳୁ ନାହିଁ ଏଠି ଖଣ୍ଡେ ଚାକିରୀ, ରାସ୍ତା କଡରେ ବୁଲନ୍ତି ମାଳ ମାଳ ଭିକାରୀ ତଥାପି ତୁମକୁ କରନ୍ତି ଶାସନର ଅଧିକାରୀ...
ଆପଣଙ୍କ ମତାମତ