ମୋଦି ମାରିଲେ ଏଭଳି ଛକା,
ବଡବଡିଆଙ୍କ ପଶିଗଲା ରକା ।
କଳା ଟଙ୍କା ରଖିଥିବା ଲୋକଙ୍କ ସପନ ରହିଲା ଅଧା,
ମେରୁ ଦଣ୍ଡେ ବାଜିଛି ମୋଦିଙ୍କ ବିଧା ।
ଯେତିକି ରଖିଛ ସବୁ କଳା ଟଙ୍କାର ଗଦା,
ମୋଦି ଛେଚିବେ ତୁମ ପିଠିରେ ରସୁଣ ଅଦା ।
ଟଙ୍କାର ଲୋଭରେ ମଣିଷକୁ ଭାବୁଥିଲ ଭିକାରୀ,
ମୋଦି କରିଦେଲେ ତୁମର ସବୁ ଟଙ୍କା ବେକାରୀ ।
ଟଙ୍କା ପାଇ ଗରିବ ଲୋକଙ୍କୁ କରୁଥିଲ ହୀନସ୍ଥା,
ମୋଦି ଦେଖେଇ ଦେଲେ ଜେଲ୍ର ରାସ୍ତା ।
ସେଇଠି ବସି ଟଙ୍କା ସବୁ ଗଣୁଥିବ,
ଏ ମୋଦିର କରାମତି ଜାଣୁଥିବ ।
ବାଃ ବାଃ ରେ ମୋଦି ସରକାର,
ସବୁ କଳାଟଙ୍କା କଲ ଏକାଥରେ ବାହାର ।
