ଷୋଳ ଟି ଫଗୁଣ ଛୁଇଁଥିବା ସଦ୍ୟ ଷୋଡ଼ଶୀ ରାଜଜେମା
ପୀଡା ଅନେକ ହୁଏ, ବୟସକୁ ଡେଇଁଥିବା ଲୋକର ହୃଦୟରେ କେବେ ଫୁଣି ବସନ୍ତ ଅବା ଅନାଗତ ଭବିଷ୍ୟ ଲାଳସରେ ।
ଜୋଛନାରେ ଜଳି, ତମ ମୁଁହ ଭାସୁଥାଏ ସମୁଦ୍ରରେ, ଚିକିଚିକି ଅସଂଖ୍ୟ ଜ୍ୟୋତିରେ ସେଇମିତି ସବୁ ପୂର୍ଣ୍ଣିମାରେ
ଆଗୋ ବିଭାସିନୀ ବିରହିଣୀ ମୃଗାକ୍ଷୀ ସଖି ମୋର ତମେ ମନାସିବ ମୋ ପାଇଁ ମଧୁ ପ୍ରୀତି ଝର ।
ଧନ୍ୟ ସେ ବଢ଼ାଇ ମୋତେ ଜେ ଗଢିଲେ ଏତେ ସୂକ୍ଷ୍ମ ତାଙ୍କ କାମ ସପ୍ତ ଆଶ୍ଚର୍ଯ୍ୟ ଭିତେ ଅନ୍ୟତମ କଲେ ବଡ଼ ଥିଲା ତାଙ୍କ ପଣ ।
ଡଷ୍ଟବିନ୍ ସିନା ମୂକ ବସ୍ତୁ ଟିଏ ସହିବା ଛଡ଼ା ନାହିଁ ତା ଗତି , ତଥାପି ବିବେକେ ତାର ସହିଛି ଆମଠୁ ବେଶୀ ଶକତି।
ବଡ଼ ଠାକୁର ବଳଦେବ ସେତ ତୁଳସୀ ପ୍ରାଣ ବଲଭ
ମୋ ହାତର ଦା’ଛୁଆଁ ପାଇବାକୁ ସେ ଚାହିଁଚି କେବେଠୁ, ନିଜ ସୁନେଲି ରୂପକୁ ଭାବି ନିଜ ଉଜୁଡା ସୌନ୍ଦର୍ଯ୍ୟକୁ ଅଜାଡି ଦେଇ ସିଗ୍ଧ ମାଟି କୋଳରେ.. ଗୋଟେ ସ୍ଵପ୍ନ ସନ୍ଧାନରେ...
ମୁଁ ପଞ୍ଜୁରୀ ରେ ବନ୍ଦୀ ଶାରୀ ନୁହେଁ ମୁକ୍ତକାମୀ ପକ୍ଷୀଟିଏ ।।
ଆଜିର ଏହି ସଭ୍ୟ ସମାଜେ ପ୍ରେମ ଯେ ଯାଇଛି ହଜି, ଯେତେ ଚେଷ୍ଟା କଲେ ସେହି ଯେ ପ୍ରେମକୁ ପାଉ ନାହିଁ ଆଉ ଖୋଜି ।
ଆପଣଙ୍କ ମତାମତ