ହେ ପଦୁଲୋଚନ ହେ ଜଗମୋହନ । ଚାରି ଯୁଗ ଠାକୁର ଏ ଭବୁ ପାର କର ।।
ତୁ, ତ ଚିହ୍ନିଥିବୁ ପ୍ରତି ଇଞ୍ଚ ଦେଖିବାଟା କଣ ବାକି ଥାଏ ଚିହ୍ନିବାରୁ ପରା ଆରମ୍ଭ ହୁଏ ଲୋ ଚଉଠି
ମନ ମୁତାବକ ବିଚିତ୍ର ଚିତ୍ର ସିଲଟରେ ଗାର ଟାଣି ଥାନ୍ତା ପ୍ରଗଳ୍ଭ ପରି ।
କେତେଯେ ଅଭିପ୍ସାର ଆହ୍ୱାନେ ଅଭିସାର ରଚି ଗନ୍ତବ୍ୟହୀନ ଅମଡ଼ା ପଥ ଚାଲିବାରେ
ମୁଁ ଜହ୍ନ ପରି ଜର୍ଜରିତ କଇଁର ପ୍ରେମରେ ସଜେଇ ହେଇ ଯିଏ ଅପେକ୍ଷା କରେ ସାରା ରାତି ମୋ ପାଇଁ ବିନା ଇସାରାରେ
ଅର୍ଥ ନୁହେଁ ଶେଷର ପହଞ୍ଚାଣ ଭାଙ୍ଗିଯିବାର ସୂଚନାଙ୍କ !
ଚାଷୀର ବୀରତ୍ଵ ଜାଣ କ୍ଷେତ ଦେଖିକରି ଚାଉଳରୁ ଗୋଡି ପରି ଘାସ ଦିଏ କାଢି ।
ଝରିପଡୁ ତାଙ୍କଠୁ କିଛି ରଙ୍ଗ କଳା ଯେତେ ଝରିଲେ ବି ସେ କଳା ରଙ୍ଗ
ସମୟର ଅଳନ୍ଧହୁ ଲାଗିଯାଏ କେବେ କେବେ ଧୂଳି ଜମିଯାଏ ନିତିଦିନ ଜୀବନ କଷଣେ ତଥାପି ଝାଡି ପୋଛି ଚକ-ଚକ କରି ହୁଏ ଗୋଟେ ମୁହୂର୍ତରେ ।
ଆଜି ତୁମେ ଫେରିଯାଅ ଖୋଳ ତାକୁ ଯେତେ ଶୁଙ୍ଘି ନିଅ ଯେତେ ରକ୍ତ ଦୁର୍ଗନ୍ଧ ଭିତରେ
ଆପଣଙ୍କ ମତାମତ