ଭକ୍ତ ସେବକଙ୍କ ସେବାରେ ଜଡ଼ ମଧ୍ୟେ ପ୍ରଭୁ ପ୍ରକଟ ଯାହାର ଅଭାବେ ମୂର୍ତ୍ତିଟି କେବଳ ପାଷାଣ ବା କାଠ
ଆହୁଲା ତୁ ମୋର ଜୀବନ ବୋଇତେ ଅନ୍ଧାର ଆଶା ବାଡ଼ି ତୋ ବିନା ଜୀବନ ନୌକା ମୋ-ଯିବ ଶୋକ ସିନ୍ଧୁ ଜଳେ ବୁଡି...
ଆନର ଗୁଛି ଛେଦବୁ ବଲି କୁଡବୁ ଯଦି ରେ ଗାତ ନିଜେ ଢୁକବୁ ହେଜବୁ ବାବୁ ହେଇ କେ ଉଦୁରମାତ ।
ଦେହର ଦୋଳିରେ ଝୁଲୁଛି ଜୀବନ କାଳଝଂଜା ବହେ ପଛରୁ ଶେଷ ଅଭିନୟ ଚାଲିଛି ଏବେ ତ ଜଳେ ବେଶି ଲିଭା ଆଗରୁ ।
ରସ ବିରସ ବିରସ ରସ ଆଲୁଅ ଅନ୍ଧ ଅନ୍ଧାରର କାନ୍ଦ
ଏବେ ଏକାନ୍ତରେ, ଅଦିନେ ବଉଦୁ ବରଷା ଝରେ ଦୁର୍ଲଭ ଲୋହିତ ତାଜା ଗୋଲାପୁ କ୍ଷଣିକେ ମଧୁର ବାସ ଉତୁରେ ।।
ହେ ରୂପକାର, ନାନା ରୂପଦେଇ, ସର୍ବସଂହା କଲ ମାତା ଭଗିନୀ ଜାୟା କି ପାଇଁ ପାୟେ ସେ ନୀତି ଅତ୍ୟାଚାର
କିଏ ଜଣେ ଭଦ୍ର ମହିଳା ହାତେ ଧରି ମଇଳା ଜରି ପୁଡିଆଟେ, ଖୋଜୁ ଥିଲେ ଜାଗା, କେଉଁଠି ପକାଇଲେ ତ୍ରାହି ପାଇବେ ।
କିଛି ଅସାଡପଣକୁ ସମୁଦ୍ରରେ ବିସର୍ଜି ଆସିଲି.. ହେଲେ ସମୁଦ୍ର କାଳେ ସବୁ ଫେରାଇଦିଏ ।
ବରଷକ ପରେ ସାଜସୁଜା ହୋଇ ନୂଆବରଷଟା ଆସୁଛି ଦେଖ ମୋ ଓଡ଼ିଶା ରାଇଜ ଏବେ ବିଦେଶି ବିଦେଶି ବାସୁଛି ।
ଆପଣଙ୍କ ମତାମତ