ଦେଖିଛ କି କେହି କେବେ ନ କାନ୍ଦିବା ଲୋକ ଯେବେ କାନ୍ଦେ ଶୁଣିଛ କି କେହି ଯେବେ ନିଜେ ନିଜ କପାଳକୁ ନିନ୍ଦେ ।
ତାକୁ ଜାଳିବା ପରିବର୍ତ୍ତେ ନିଜେ ଜଳିଜଳି ଶେଷ ହୋଇଯିବାକୁ ଶ୍ରେୟ ମଣିଲି ।
ନିଜକୁ ଭଗବାନ କହୁଥିଲୁ ତୁ, ମୋ ଆଖିରେ ଆଙ୍ଗୁଠି ଠେସି । ତୁଚ୍ଛା ଆଶୀର୍ବାଦ ନେଉଥିଲି ମୁଁ, ତୋ ପାଦକୁ ମଥାରେ ଘଷି ।।
ଇଏ କହୁଛି ମୁଁ ଟାଣୁଆ ସିଏ କହୁଛି ମୁଁ ଭଲ ବାଣୁଆ । ଇଏ କହୁଛି ମୁଁ ବାହାଣିଆ ସିଏ କହୁଛି ମୁଁ ସିଆଣିଆ ।
ତୁମେ ତ ତରଳ, ତୁମ ସାନ୍ନିଧ୍ୟରେ ମୋ ବରଫ ବିଗଳିତ ହେଉଥାଏ ଆଉ ଏକ ସ୍ୱପ୍ନ ପରି କେନ୍ଦ୍ରାୟିତ ମହାଶୂନ୍ୟତାରେ
କାହାଣୀ କାହାଣୀ କାହାଣୀ ... କେବେ ମନର ହରିନି, କେବେ ରାଗର ରାଗିଣୀ କେବେ ଶୂନ୍ୟତା ବାଣୀ... ତାକୁ କଳ୍ପନା ରାଇଜେ ଦେଲେ ବୁଣି, ସେ ହେଇଯାଏ କାହାଣୀ କାହାଣୀ...
ନବୀନର ଆଗମନ ପାଇଁ, କେତେ ଉତ୍ସାହିତ ମନ, ଯଦିବା ଯନ୍ତ୍ରଣାଦାୟୀ ଏ ପିଡା, ରକ୍ତାକ୍ତ କୁକ୍ଷିର ବେଦନା, ତଥାପି କେତେ ଉତ୍ସାହିତ ମନ ! ନୂତନକୁ ଆଲିଙ୍ଗନ କରିବାର ଏ...
କହିଦେବ ତୁମ ପୁଅ ର ଚିଠି ଆସିଛି। ସିପାହୀ ର ମା ରାତି ରେ ସୁଏନା, ସୀମା ରେ ଅଛି ବୋଲି ତା ପୁଅ। କେବେ ଫେରିଆସିବ ତାର ଜୀବନ...
ସୁଦାମା ଖୁଦଭଜା ଗଣ୍ଠିଲିରେ ବାନ୍ଧି ଚିର କାଳ ବନ୍ଧୁ ତୁମ ପାଇଁ ନୂଆ ମେଘ ପରି ତୁମେ ଝରିଯାଅ ବେଳ ଆଉ ଅବେଳ ରେ
ତୁମ ଇଚ୍ଛାରେ ଆତ ଜାତ ଗଗନ ପବନ ଜୀବ ଜଗତ ଋତୁ ଚକ୍ର, ଜୀବନ ଚକ୍ର ଗତି ସ୍ଥିତି ବିଳୟର ଚିତ୍ର ।।
ଆପଣଙ୍କ ମତାମତ